Latest Odisha News

BREAKING NEWS

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ ରଖି ଏହା ଦର୍ଶାଇଛନ୍ତି ରାଜ୍ୟ ସରକାର ।

ଏତେ ସଂଖ୍ୟକ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମନ୍ଦିର ଖୋଲିଲେ ସଂକ୍ରମଣର ଭୟ ରହିଛି । ଶ୍ରୀମନ୍ଦିର ସମେତ ଅନ୍ୟ ମନ୍ଦିରଗୁଡିକର ଗର୍ଭଗୃହ ଛୋଟ ହୋଇଥିବାରୁ ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟକ ଭକ୍ତ ଭିଡ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

Leave A Reply

Your email address will not be published.