ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ ହନୁମାନ ପ୍ରତିମା ସ୍ଥାପନ ନ ହେଲା ପର୍ଯ୍ୟନ୍ତ ଅନ୍ନ ଖାଇବେ ନାହିଁ ।
ଏବେ ନିକଟରେ ହନୁମାନ ପ୍ରତିମା ସ୍ଥାପିତ ହେବା ପରେ ସେ ତାଙ୍କ ଗୁରୁଙ୍କଠାରୁ ଅନ୍ନ ଗ୍ରହଣ କରିଥିଲେ । ଇନେ୍ଦାରର ବିକାଶ ମୋ ପାଇଁ ସବୁଠାରୁ ବଡ କଥା । ଏଥିପାଇଁ ଯାହା ବି କଷ୍ଟ ପଡିବ ସହିବାକୁ ରାଜି ଥିଲି ବୋଲି ସେ କହିଛନ୍ତି ।
BREAKING NEWS
- EPFOର ବଡ ଉପହାର, ହ୍ୱାଟ୍ସଆପ୍ ମେସେଜରେ ମିଳିବ ଡିଟେଲ୍ସ, ଜାଣନ୍ତୁ କେମିତି…
- ବୈଧ ପ୍ରମାଣପତ୍ରର ଅଭାବ; ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ, ଆହୁରି କଟିବ ଏତିକି ଗାଡ଼ିର…
- ପାକିସ୍ତାନର ବୈଦେଶିକ ନୀତି ଚଳାଉଛି ସେନା: ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ବଡ଼ ସ୍ୱୀକାରୋକ୍ତି
- ୫ଲକ୍ଷ ଲାଂଚ ନେଇ ଧରାପଡିଲେ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ
- ଆସୁଛି ବାତ୍ୟା ‘ମୁରାସୁ’; ରାଜ୍ୟ ରାଜପଥ-୪୮କୁ ବନ୍ଦ କଲା ପ୍ରଶାସନ
- ‘KING’ Song in King Khan’s Birthday: ‘ତୁ ମିଲ୍ ଯାଏ’ରେ ଶାହାରୁଖ-ଦୀପିକାଙ୍କ ରୋମାନ୍ସ
- SRK Skips Birthday Appearance: ଲରେନ୍ସ ବିଷ୍ଣୋଇ ଧମକ ପରେ ବଲିଉଡ୍ରେ ଛନକା! ଜନ୍ମଦିନରେ ମନ୍ନତ ବାଲକୋନିକୁ ଆସିଲେନି କିଙ୍ଗ୍ ଖାନ୍, ଫ୍ୟାନ୍ଙ୍କ ପାଇଁ ଛାଡ଼ିଗଲେ ହାତଲେଖା ଚିଠି…
- Delhi Winter Action Plan Day-1: ୬୮ଲକ୍ଷ ଜରିମାନା ଆଦାୟ, ୧୫ଶହ ଗାଡିକୁ ପ୍ରବେଶ ମନା
- ଜମ୍ମୁ-କଶ୍ମୀରରେ ରାଜନୈତିକ ସଙ୍କଟ, ସରକାରଙ୍କୁ ୨୫ ବିଧାୟକଙ୍କ ୧୪ଦିନିଆ ଅଲଟିମେଟମ୍
- ACF ସୌମ୍ୟ ମୃତ୍ୟୁ ମାମଲା; ଆତ୍ମ ସମର୍ପଣ କଲେ ବିଦ୍ୟା ଭାରତୀ
Comments are closed.