ଭୁବନେଶ୍ବର: ଡିଜି ପାହ୍ୟା ପାଇଁ ୩୩ IPS ଅଧିକାରୀଙ୍କୁ ମନୋନୀତ କରାଯାଇଛି। କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟରେ ଓଡ଼ିଶାର ଦୁଇ ବରିଷ୍ଠ IPS ରହିଛନ୍ତି।
ତାଲିକାର ପ୍ରଥମ ସ୍ଥାନରେ ବରିଷ୍ଠ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି। DG ପଦବୀ ପାଇଁ ସୁଧାଂଶୁଙ୍କୁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିବା ବେଳେ ପଦ୍ମାକର ରଣପିସେ ମଧ୍ୟ ଡିଜି ପାହ୍ୟା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନେଇ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ଜାରି ହୋଇଛି ନୋଟିସ। ଜାଣନ୍ତୁ ଆଉ କେଉଁ ଅଧିକାରୀ ମନୋନୀତ ହୋଇଛନ୍ତି।

Comments are closed.