Latest Odisha News

BREAKING NEWS

Browsing Tag

ସ୍ୱାସ୍ଥ୍ୟ

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ଅବଧି ସରିଯାଇଥିଲେ ବି ଖାଇପାରିବେ ଏହି ସବୁ ଖାଦ୍ୟ

ଅପଣଙ୍କୁ ଅବଧି ସରିଯାଇଥିବା ଖାଦ୍ୟ ଦିଆଗଲେ ଆପଣ ଖାଇବେ କି ? ନିଶ୍ଚିତ ଭାବେ ଆପଣ ତାକୁ ଫୋପାଡି ଦେବେ। କାରଣ ସେଗୁଡିକର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। କିନ୍ତୁ ଆପଣ ଜାଣନ୍ତି କି, କିଛି ଜିନିଷ ଏପରି ଥାଏ ସେଗୁଡିକର ଅବଧି ସମାପ୍ତ ହେବା ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ…

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…

ଅଧିକ ‘ସେଓ’ ଖାଉଛନ୍ତି କି?

ଓଡ଼ିଶା ସମ୍ବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ଭଲ ଔଷଧ ହେଉଛି ଚିନ୍ତାମୁକ୍ତ ରହିବା। କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଫଳ ରେ…

ଭୋଜନ ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି ଅସୁସ୍ଥ !

ଓଡିଶା ସମ୍ବାଦ ବ୍ୟୁରୋ: ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ? ଯଦି ଏପରି କରନ୍ତି ତେବେ ଏଥିପ୍ରତି ରୁହନ୍ତୁ ସାବଧାନ। କାରଣ ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ନୁହେଁ। ଏହି କାରଣରୁ, ହଜମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେବେ…

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…