Latest Odisha News

BREAKING NEWS

Browsing Tag

2 injured

ରାଜଧାନୀର ରାସ୍ତାକଡ଼ରେ ବିକୁଥିଲେ କଦଳୀ, କାର୍ ଧକ୍କାରେ ଚାଲିଗଲା ପ୍ରାଣ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଏକ କାର୍ ଧକ୍କାରେ ଜଣେ କଦଳୀ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ରାଜମହଲ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସକାଳେ ରାଜମହଲ ପଟୁ କଳ୍ପନା…

[ଭିଡିଓ] ସମୁଦ୍ରରେ ଗାଧୋଉ ଥିବା ବେଳେ କ୍ରାଶ ହେଲା ହେଲିକେପ୍ଟର

ୱାସିଂଟୋନ: ବହୁ ସଂଖ୍ୟାରେ ଲୋକମାନେ ଗାଧୋଉ ଥିବା ବେଳେ ସମୁଦ୍ରରେ କ୍ରାଶ ହେଲା ହେଲିକେପ୍ଟର । ଫ୍ଲରିଡାର ମିଆମି ବିଚରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ହେଲିକେପ୍ଟରେ ୩ ଜଣ ଲୋକଥିଲେ । ୩ ଜଣ ଲୋକଙ୍କୁ ନେଇ ଯାଉଥିବା ରବିନସନ ଆର ୪୪ ହେଲିକେପ୍ଟର…

ଗୋଷ୍ଠୀ ସଂଘର୍ଷ ନେଲା ଜୀବନ: ମାଆ ମୃତ, ବାପା ଓ ପୁଅ ଗୁରୁତର

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ହେଲେ ଗାଁର ଶିବ ମହାଳିକଙ୍କ ପତ୍ନୀ…

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର…

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ…

ମଦ ପାଇଁ ମହାଭାରତ, ୨ ଗୁରୁତର

ଗଞ୍ଜାମ: ମଦ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି। ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି ।…

କଳିଙ୍ଗା ଘାଟିରୁ ଓଲଟିଲା ଟ୍ରକ୍‌, ୨ ଆହତ

କନ୍ଧମାଳ: କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି…