Latest Odisha News

BREAKING NEWS

Browsing Tag

AAP

ଈସୁଦାନ ଗଡ଼ବି ‘ଆପ୍’ର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମଦାବାଦ: ଆମ ଆଦମୀ ପାର୍ଟି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଈସୁଦାନ ଗଡ଼ବିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୯ରେ କେଜ୍ରିୱାଲ୍ ସୁରଟରେ ସାମ୍ବାଦିକ ସମ୍ମିଳନୀ…

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର…

ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ  ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ  ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ…

ପୁଞ୍ଜପତି ବନ୍ଧୁଙ୍କୁ ସହଯୋଗ କରୁଛନ୍ତି ମୋଦୀ , ସିବିଆଇ ଏବଂ ଇଡି ତଦନ୍ତ ଦାବି କଲା ଆପ୍ ।

ଭୁବନେଶ୍ୱର : ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ।ଏହାପରେ ଆଜି ପ୍ରେସ ମିଟ କରି ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି  । ଆପ୍…

ଦିଲ୍ଲୀରେ ଆପ୍- ବିଜେପି କଳି ଛିଣ୍ଡୁନି

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ବିବାଦ ବଢ଼ିଆାରେ ଲାଗିଛି । ମନିଷ ଶିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଥିବା ଏଲଜି ଭିକେ ସାକ୍ସେନାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆପ ଦାବି କରିଛି । ବିଧାନସଭାରେ ଆପ୍ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେବାପାଇଁ ସ୍ବତନ୍ତ୍ର…

ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଏକାଧିକ ବିଧାୟକଙ୍କ ସହ ‘ଆପ୍’ କରିପାରୁନି ସମ୍ପର୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଅଭିଯୋଗ ପରେ ‘ଆପ୍’ର କେତେକ ବିଧାୟକଙ୍କ ସହ ଦଳ ସମ୍ପର୍କ କରି ପାରୁନି । ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁତର ସହ ନେବା ସହ ବିଧାୟକ ଦଳ ବୈଠକ ଡାକିଛନ୍ତି…

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ, ସ୍ବାଗତ କଲେ ସିସୋଦିଆ 

ଦିଲ୍ଲୀ : ଦିଲ୍ଲୀ ଉପମୁ୍ଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ । ଟୁଇଟ କରି ସିବିଆଇଙ୍କୁ ସ୍ବାଗତ କଲେ ସିସୋଦିଆ  । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ହିନ୍ଦୀରେ ଏକ ଟୁଇଟ୍ କରି ସୂଚନା ଦେଇଛନ୍ତି , "ସିବିଆଇ ଆସିଛି “। ଆମେ ତାଙ୍କୁ  ସ୍ୱାଗତକରୁଛୁ । ଆମେ ଅତ୍ୟନ୍ତ…

ସିଦ୍ଧୁ ମୁସେୱାଲା ହତ୍ୟା: ପଞ୍ଜାପରେ ପୁଣି ଭିଭିଆଇପିଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପୁଣି ୪୨୪ ଜଣ ଭିଭିଆଇପିଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି । ପଞ୍ଜାବ ସରକାର ହାଇକୋର୍ଟରେ ଏହି ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଓପି ସୋନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ପଞ୍ଜାବର…