Latest Odisha News

BREAKING NEWS

Browsing Tag

accident

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।

ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍

ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତ ହୋଇଛନ୍ତି ୬ ଜଣ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନକୁ ନେଇ ଯାଉଥିବା ବେଳେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ବଙ୍ଗୋମୁଣ୍ଡା ପୋଲିସ ଓ…

ବିଷମକଟକ ନିକଟରେ ଓଲଟିଲା ବସ୍‌, ୬ ଗୁରୁତର

ରାୟଗଡ଼ା: ବିଷମକଟକ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ରଘୁନାଥ ନାମକ ଏହି ବସଟି କଟକରୁ…

କାର ଦୁର୍ଘଟଣାରେ ଜଣେ ମୃତ, ସାଉଥ୍-କୋ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ କାରର…

ପଶ୍ଚିମ କେମରୁନରେ ଭୟଙ୍କର ଦୁର୍ଘଟଣା ୫୩ ବସ୍ ଯାତ୍ରୀ ମୃତ

କେମରୁନ: ତୈଳ ଇନ୍ଧନ ଭର୍ତ୍ତି ଟ୍ରକ୍ ଓ ଯାତ୍ରୀବାସୀ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟ ଆଫ୍ରିକାର ପଶ୍ଚିମ କେମରୁନର ଏକ ଗାଁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ତୈଳ ଇନ୍ଧନ ଭର୍ତ୍ତି ଟ୍ରକଟି…

ଅଟୋକୁ ଧକ୍କା ଦେଲା ଡମ୍ପର, ମହିଳା ଓ ଶିଶୁ ମୃତ

ବୌଦ୍ଧ: ବୌଦ୍ଧର ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏକ ଅଟୋକୁ ଧକ୍କା ଦେଇଛି ପିଚୁ ବୋଝେଇ ଡମ୍ପର। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କର ପୁଅ ଏବଂ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତେବେ…

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ସୋର (ବାଲେଶ୍ୱର): ଠିଆ ହୋଇଥିବା ଟ୍ରକ୍‌କୁ ପଛ ପଟରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥର ଛୋପଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସୋର ସୋର ମେଡିକାଲରେ ଭର୍ତ୍ତି…

ଶୋଇଥିଲା ବେଳେ ମାଡ଼ିଗଲା ଟ୍ରକ, ୧୩ ମୃତ

ସୁରଟ: ଗୁଜୁରାଟର ସୁରଟ ନିକଟ କିମ ଚାର୍ ରାସ୍ତାରେ ମଙ୍ଗଳବାର ଦିନ ଫୁଟପାଥରେ କିଛି ଲୋକ ଶୋଇଥିଲା ବେଳେ ଚଢିଯାଇଛି ଟ୍ରକ୍। ସୂଚନା ଅନୁଯାୟୀ, ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଏହି…

ବଣଭୋଜି କରିବାକୁ ଯିବା ବେଳେ ଦୁର୍ଘଟଣା, ଜଣେ ମୃତ ଓ ୭ ଆହତ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଉଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଜଣଙ୍କର ଜୀବନ ଯାଇଥିବା ବେଳେ ଆହତ ହୋଇଛନ୍ତି ସାତ ଜଣ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି…

ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଚାପିଦେଲା ଟ୍ରକ, ଯୁବତୀ ମୃତ

ଯାଜପୁର: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଟ୍ରକ୍ ଧକ୍କା ଦେଲା । ଟ୍ରକ ମାଡ଼ି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙକ୍ ନାଁ ବର୍ଷାରାଣୀ ଜେନା । ଆଜି ସକାଳେ ନିଜ ସାଙ୍ଗମାନଙ୍କ…