Latest Odisha News

BREAKING NEWS

ବିଷମକଟକ ନିକଟରେ ଓଲଟିଲା ବସ୍‌, ୬ ଗୁରୁତର

ରାୟଗଡ଼ା: ବିଷମକଟକ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ରଘୁନାଥ ନାମକ ଏହି ବସଟି କଟକରୁ ଜୟପୁର ଆସୁଥିବା ଜଣାପଡିଛି । ତେବେ ବସଟି ଭାରସାମ୍ୟ ହରାଇ ଓଳଟି ପଡିଥିବା ଯାତ୍ରୀମାନେ କହିଛନ୍ତି ।

Leave A Reply

Your email address will not be published.