Latest Odisha News
Browsing Tag

Adani Group

ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା  ୨.୬୫ ଅରବ ଡଲାର ଋଣ

ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ  ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି  । ଏଥିପାଇଁ  ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।…

ପିଏମ୍ ମୋଦିଙ୍କୁ କାହିଁକି ହଟାଇବାକୁ ଚାହୁଁଛନ୍ତି ଆମେରିକୀୟ ଅରବପତି ଜର୍ଜ ସୋରୋସ ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଖସି ଚାଲିଛି ଆଦାନୀଙ୍କ ସମ୍ପତ୍ତି । ଯାହାକୁ ନେଇ ଆମେରିକାର ଅରବପତି ବ୍ୟବସାୟୀ ଜର୍ଜ ସୋରୋସ ପିଏମ୍ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦାବି କରି କହିଛନ୍ତି, ଆଦାନୀଙ୍କ ପ୍ରସଙ୍ଗରେ ଭାରତରେ ଏକ ବଡ଼ ଗଣତାନ୍ତ୍ରିକ ପରିବର୍ତ୍ତନ ହେବ । ଜର୍ଜ…

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଗୌତମ ଆଦାନୀ ହେଲେ ବିଶ୍ୱର ପଞ୍ଚମ ଧନୀ

ଭୁବନେଶ୍ୱର: ଆଦାନୀ ଗୃପ ମୁଖ୍ୟ ତଥା ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନୀ ବନିଲେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି । ବିଖ୍ୟାତ ଷ୍ଟକ ଏକ୍ସପର୍ଟ ତଥା ନିବେଶକ ୱାରେନ ବଫେଟଙ୍କୁ ଷଷ୍ଠ ସ୍ଥାନକୁ ଠେଲି ଆଗକୁ ଯାଇଛନ୍ତି ଗୌତମ । ସୋମବାର ଫୋର୍ବସ ରିୟଲ ଟାଇମ ଟ୍ରାକର ରେ ଏହି ସୂଚନା ପ୍ରକାଶିତ ହୋଇଛି ।…