Latest Odisha News

BREAKING NEWS

Browsing Tag

agitation

ନିୟମିତ ଆଦେଶ ନମିଳିଲେ କାର୍ଯ୍ୟବନ୍ଦ ଧମକ ଦେଲା ସିବିଟି ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧରନ୍ତୁ

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଏକାଠି ହୋଇଛନ୍ତି ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ। ହାଇସ୍କୁଲ ସିବିଟି ଶିକ୍ଷକ ସଂଘର ଆହ୍ୱାନରେ  ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ (୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ)…

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ରାୟଗଡ଼ା: ସାଧାରଣ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏବେବି ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରୁନାହିଁ । ଏହିଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଉକାମ୍ବା,…

ମୟୂରଭଞ୍ଜରେ ବିକ୍ଷୋଭ ବେଳେ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଲା ପୋଲିସ

ମୟୂରଭଞ୍ଜ : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଶେଷରେ ହଟହଟା ହେଲେ ମୟୁରଭଞ୍ଜ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଦିନ ତମାମ ତାଲା ବନ୍ଦ କରି ରଖି ବିକ୍ଷୋଭ କରୁଥିବା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଇଛି ପୋଲିସ । ବିଭିନ୍ନ ଦାବି ନେଇ ଆଜି ଗ୍ରାମ୍ୟ…

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଜଣ କରୋନା ଚିହ୍ନଟ…

ବିଦ୍ୟୁତ ସଂଯୋଗ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୀଘ୍ର ବିଜୁଳି ସଂଯୋଗ ଦାବି କରି ମଙ୍ଗଳବାର ଦିନ ଛାତ୍ରଛାତ୍ରୀ ମାନେ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି…