Latest Odisha News

BREAKING NEWS

Browsing Tag

Agniveer

‘ଅଗ୍ନିବୀର’ରେ ସାମିଲ୍ ହେଲେ ସାଂସଦ ରବି କିଶାନଙ୍କ ଝିଅ ଇଶିତା

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ଯେ, ରାଜନେତାମାନେ ନିଜର ପିଲାମାନଙ୍କୁ ସେନାରେ ପଠାଇବାକୁ ଚାହାନ୍ତିନାହିଁ । ମାତ୍ର ଏଠି କଥାଟି ସମ୍ପୂର୍ଣ୍ଣ ଅଲଗା । ଆଜ୍ଞା ହଁ ଆମେ କହୁଛୁ ଚଳଚ୍ଚିତ୍ର ଅଭିନୟରୁ ରାଜନୀତିରେ ପାଦ ଥାପି ଥିବା ବିଜେପି ସାଂସଦ ରବି କିଶାନଙ୍କ ଝିଅ ଇଶିତା ଶୁକ୍ଲାଙ୍କ କଥା ।…

ଅଧା ରହିଗଲା ଅଗ୍ନିବୀର ସ୍ୱପ୍ନ: ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ  । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି  କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ…

‘ଅଗ୍ନିପଥ’ ଯୋଜନରେ ରେଜିମେଣ୍ଟ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଅନେକ ଦ୍ୱନ୍ଦ ଏବଂ ଆଶଙ୍କା ଲାଗି ରହିଛି । ସେ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ହେଉଛି ରେଜିମେଣ୍ଟ ବ୍ୟବସ୍ଥାର ଉଚ୍ଛେଦ । ଏକ ଗୁଜବ ଆଲୋଚନା ହେଉଛି ଯେ, ଭାରତୀୟ ସେନାରୁ ରେଜିମେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଉଛି…

[ଦେଖନ୍ତୁ ଭିଡିଓ] ଅଗ୍ନିବୀର ନିଯୁକ୍ତି ନେଇ ସେନା ଜାରି କଲା ବିଜ୍ଞପ୍ତି, ଜୁଲାଇ ପହିଲାରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଭିତରେ ଭାରତୀୟ ସେନା ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି । ଜୁଲାଇରେ ଆରମ୍ଭ ହେବ ପଞ୍ଜିକରଣ । ଅଷ୍ଟମ ଓ ଦଶମ ଉତ୍ତୀର୍ଣ୍ଣ ଯୁବକ ଓ ଯୁବତୀ ଏଥିରେ ଆବେଦନ କରିପାରିବେ । ଏହି ନିଯୁକ୍ତି ୪ ବର୍ଷ ପାଇଁ ବୈଧ ରହିବ । ଅଗ୍ନିବୀରଙ୍କୁ କୌଣସି ପେନସନ୍…