Latest Odisha News
Browsing Tag

air india

ଏୟାର ଇଣ୍ଡିଆରେ ନିୟମ ପରିବର୍ତ୍ତନ, ବୃଦ୍ଧି ପାଇବ ବରିଷ୍ଠ ନାଗରିକଙ୍କ ବିମାନ ଭଡା

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଏୟାର ଇଣ୍ଡିଆ ନିୟମ। ବିମାନ ଭଡ଼ା କମିବା ପରିବର୍ତ୍ତେ ବୃଦ୍ଧି ଘଟିଛି। ଟାଟା ଗ୍ରୁପ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ରିହାତି। ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ନାଗରିକ ଏବଂ…

ଏୟାର ଇଣ୍ଡିଆ ଭଲ ବ୍ୟବସାୟ କରୁଛି, କୋଭିଡ କାଟ୍ ଦରମା ଭରଣା ହେବ

ଭୁବନେଶ୍ୱର: ଟାଟା ଗ୍ରୁପ ଏୟାର ଇଣ୍ଡିଆର ମାଲିକାନା ନେବାର ତିନି ମାସ ଭିତରେ କର୍ମଚାରୀ ମାନଙ୍କ କାଟ୍ ଦରମା ଭରଣା କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ପରେ ଏୟାର ଇଣ୍ଡିଆ କର୍ମଚାରୀମାନଙ୍କ ଦରମା କାଟ୍ ହୋଇଥିଲା । ବିମାନ ଚଳାଚଳ ବନ୍ଦ ହେତୁ ଉଡାଣକାରୀ ସଂସ୍ଥା ଗୁଡ଼ିକର ବ୍ୟବସାୟ…

ଏୟାର ଇଣ୍ଡିଆ ଠାରୁ ଅଲଗା ହେଇଗଲା ଏଲାୟାନ୍ସ ଏୟାର

ଭୁବନେଶ୍ୱର: ଏୟାର ଇଣ୍ଡିଆ ଠାରୁ ଅଲଗା ହୋଇଗଲା ଏଲାୟାନ୍ସ ଏୟାର । ଶୁକ୍ରବାର ଏପ୍ରିଲ ୧୫ରୁ ଏୟାର ଇଣ୍ଡିଆର ଆଞ୍ଚଳିକ ଉଡାଣ କରୁଥିବା ସଂସ୍ଥା ସ୍ୱତନ୍ତ୍ର ହୋଇଯାଇଛି । ଏନେଇ ବିମାନ ଚଳାଚଳ ସଂସ୍ଥା ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛି । କମ୍ପାନୀରୁ ପୁଞ୍ଜି ଅପସାରଣ ପରେ ଆଞ୍ଚଳିକ…

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।…

ଆମେରିକାକୁ ସମସ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆମେରିକା ବିମାନ ବନ୍ଦରରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହାର ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଭାରତରୁ ଆମେରିକାକୁ ବିମାନସେବା ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ଭାରତରୁ ଆମେରିକାକୁ ଆମର ବିମାନ ସେବା ୧୯ ଜାନୁୟାରୀ…

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ…

ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ; ୧୮ ହଜାର କୋଟିରେ କିିଣିଲା

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହେଲା। ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ। ପୁଣି ଥରେ ଏୟାର ଇଣ୍ଡିଆର କମାଣ୍ଡ ଟାଟା ହାତକୁ ଦିଆଯାଇଛି। ଏୟାର ଇଣ୍ଡିଆ ପାଇଁ ଟାଟା ପ୍ରାୟ ୧୮ ହଜାର କୋଟି ଟଙ୍କାର ଟେଣ୍ଡର କରିଥିଲା। ସୂଚନା ଅନୁଯାୟୀ ଡିଆଇପିଏଏମ୍‌ ସଚିବ କହିଛନ୍ତି ଯେ…

ଟାଟା ଗ୍ରୁପ୍‌କୁ ଫେରିବ କି ଏୟାର୍‌ ଇଣ୍ଡିଆ?; ସ୍ପଷ୍ଟୀକରଣ ଦେଲେ ସରକାର

ନୂଆଦିଲ୍ଲୀ: ବାସ୍ତବରେ, ଗଣମାଧ୍ୟମରେ ଖବର ଆସିଥିଲା ​​ଯେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ପାଇଁ ନିଲାମ ପ୍ରକ୍ରିୟାରେ ଜିତିଛି। ତେବେ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ କହିଛନ୍ତି ଯେ ଗଣମାଧ୍ୟମର ରିପୋର୍ଟ ମିଥ୍ୟା ଅଟେ।…

ପୁଣି ଥରେ ଟାଟା ଗ୍ରୁପକୁ ଫେରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରାୟ ୬୮ ବର୍ଷ ପରେ ପୁରୁଣା ମାଲିକାନାକୁ ଫେରୁଛି ଏୟାର ଇଣ୍ଡିଆ। ଟାଟା ସନ୍ସ ସର୍ବାଧିକ ନିଲାମ ଡାକି  ଏୟାର ଇଣ୍ଡିଆକୁ କିଣିଛି।  କମ୍ପାନୀ ଅଧିଗ୍ରହଣ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଟାଟା ସନ୍ସ ସର୍ବାଧିକ…

ସମ୍ପୂର୍ଣ୍ଣ ଟିକାକରଣ ପରେ ଦୁବାଇକୁ ଉଡାଣ ଭରିଛି ଏୟାର ଇଣ୍ଡିଆର ପ୍ରଥମ ଆନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ରୁ ମେମ୍ବରଙ୍କ ସମ୍ପୂର୍ଣ୍ଣ ଟିକାକରଣ ପରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଦିଲ୍ଲୀରୁ ଦୁବାଇକୁ ଉଡାଣ ଭରିଛି। ସୂଚନା ଅନୁଯାୟୀ, ଫ୍ଲାଇଟ୍ ନମ୍ବର ଓଢ ୧୯୧ର ସମସ୍ତ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ବଜେଟ୍…