Latest Odisha News
Browsing Tag

Aishwarya Rai Bachchan

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଟ୍ୟାକ୍ସ ଫାଙ୍କୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ:  ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  ।…

କାନ୍ଦିଲେ ଅମିତାଭ ବଚ୍ଚନ, କାହିଁକି ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ ମହାନାୟକଙ୍କ ଆଖିଲେ ଲୁହ । କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଲୁହକୁ ଅଟକାଇ ପାରିଲେ ନାହିଁ । ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ । ଏହି ଖୁସିରେ ତାଙ୍କ ଆଖିରେ ଲୁହ…

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

ମୁମ୍ବାଇ: କରୋନାକୁ ମାତ୍ ଦେଲେ ବଲିଉଡ ଅଭିନେତ୍ରୀ ତଥା ବଚ୍ଚନ ବହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ । କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେମାନଙ୍କୁ…

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ…

ଭଲ ଖବର: ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମୁମ୍ୱାଇ: ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି…