Latest Odisha News

BREAKING NEWS

Browsing Tag

Ajay Devgn

ଫିଲ୍ମ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଚାଲିଛି ବିରୋଧ। ଉତ୍ତରପ୍ରଦେଶର ଜନପଦ ଇଟାୱା ସମେତ ସାରା ଦେଶରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ…

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ । କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ…

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି…

ପୁଣି ଗଡ଼ିଲା ବଲିଉଡର ଆଉ ଏକ ମୁଣ୍ଡ; ଟ୍ୱିଟ କରି ସୂଚନା ଦେଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ୨୦୨୦ ବଲିଉଡ ପାଇଁ ଏକ କଳା ବର୍ଷ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନ ଅକ୍ଟୋବର ୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଜୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ଭାଇଙ୍କ…

ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !

ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ 'ଆରଆରଆର'ରେ ଅଭିନୟ କରିବେ । ୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ…

୧୦୦ କୋଟି ଛୁଇଁଲା ଅଜୟ ଦେବଗନଙ୍କ ତାନଜୀ

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ କାହାଣୀକୁ ପର‌୍ୟ୍ୟବେସିତ ଫିଲ୍ମ ତାନଜୀ: ଦି ଅନସଙ୍ଗ ୱାରିୟର ୧୦୦ କୋଟି କ୍ଲବରେ ପହଂଚିଛି । ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଶୁଭମୁକ୍ତିର ୬ଷ୍ଠ ଦିନରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରୋଜଗାର କରୁଛି ।…