Latest Odisha News
Browsing Tag

Ajit Mangaraj’s Mother Passes Away

ପୁଅ ପଛେ ପଛେ ମାଆ: ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ଦେହାନ୍ତ

ପୁରୀ: ଚାରି ଦିନ ତଲେ କରୋନା ସଂକ୍ରମିତ ହୋଇ ପୁଅ ପ୍ରାଣ ହରାଇଥିଲେ । ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ ମାଆ । ପିପିଲିର ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାର ପାଇଁ ଆଉ ଏକ ଦୁଃଖଦ ଖବର । ଅଜିତ ମଙ୍ଗରାଜଙ୍କ ପରେ ତାଙ୍କ ମାଆ କ୍ଷେତ୍ରମଣିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ…