ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ବଏକଟ୍ ଆମାଜନ୍’
ନୂଆଦିଲ୍ଲୀ: ତନିସ୍କ ପରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍ର ଅଡୁଆ ବଢିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବଏ୍କଟ୍ ଆମାଜନର ଅଭିଯାନ ସୋସିଆଲ ମିଡିଆରେ ଜୋର୍ ଧରିଛି।
ଉଲ୍ଲେଖନୀୟ କଥା ହେଉଛି, 'ଓଁ' ହିନ୍ଦୁ ଧର୍ମ ପାଇଁ ଏକ ପବିତ୍ର…