Latest Odisha News

BREAKING NEWS

Browsing Tag

amazon

ମାଇକ୍ରୋସଫ୍ଟ ପରେ ଆମାଜନର ଛଟେଇ; ବିଦା ହେବେ ୧୮ ହଜାରରୁ ଅଧିକ କର୍ମଚାରୀ

ୱାଶିଂଟନ:ପ୍ରମୁୁଖ ସଫ୍ଟଓୟାର କମ୍ପାନୀ ମାଇକ୍ରୋସଫ୍ଟ ନିଜର ୧୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପରେ ଏବେ ଆମାଜନ ତାର କର୍ମଚାରୀ ହଟାଇବା ଆରମ୍ଭ କରିଛି । ମାଇକ୍ରୋସଫ୍ଟ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏପରି ପଦକ୍ଷେପ  ନେଇଥିବା କହୁଥିବାବେଳେ ଅମାଜନ ବି ସମାନ କଥା…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…

ଆମାଜନରେ ଖରାପ ମାନର ପ୍ରେସର କୁକର ବିକ୍ରି: ଏକ ଲକ୍ଷ ଟଙ୍କା ଜରିମନା

ଭୁବନେଶ୍ୱର: ଆମାଜନ ଇ-କମର୍ସ ଓ୍ୱେବସାଇଟରେ ଖରାପ ମାନର ପ୍ରେସର କୁକର ବିକ୍ରି ପାଇଁ ସିସିପିଏ (ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି) ଆମାଜନ ଉପରେ ଏକ ଲକ୍ଷ ଟଙ୍କା ଜରିମନା ଲଦିଛି । ସିସିପିଏ ମୁଖ୍ୟ ଆମାଜନ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଆମାଜନକୁ ଏକ…

ସାରା ବିଶ୍ୱରେ ପରିଚୟ ପାଇବ ନିୟମଗିରି ଡଙ୍ଗରିଆଙ୍କ ଝାଡୁ

ଗୁଣୁପୁର: ବିଷମକଟକର ଡଙ୍ଗରିଆ ଜନଜାତିଙ୍କ ଉନ୍ନତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଦେଶବିଦେଶରେ ପରିଚୟ ପାଇବ ଡଙ୍ଗରିଆଙ୍କ ଝାଡୁ । ଏଥିପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ପୂର୍ବରୁ ଜିଲ୍ଲାର କପାଡାଗୁଡା ସାଲ୍ ର ଚାହିଦା…

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ବଏକଟ୍‌ ଆମାଜନ୍‌’

ନୂଆଦିଲ୍ଲୀ: ତନିସ୍କ ପରେ ବର୍ତ୍ତମାନ ଇ-କମର୍ସ କମ୍ପାନୀ ଆମାଜନ୍‌ର ଅଡୁଆ ବଢିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବଏ୍‌କଟ୍‌ ଆମାଜନର ଅଭିଯାନ ସୋସିଆଲ ମିଡିଆରେ ଜୋର୍‌ ଧରିଛି। ଉଲ୍ଲେଖନୀୟ କଥା ହେଉଛି, 'ଓଁ' ହିନ୍ଦୁ ଧର୍ମ ପାଇଁ ଏକ ପବିତ୍ର…