Latest Odisha News

BREAKING NEWS

Browsing Tag

America

ପିଏମ୍‌ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ‘ଅବିସ୍ମରଣୀୟ’; ଜୁନିୟର୍‌‌ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏସବୁ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନି୍ୟର୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କକୁ 'ଅବିଶ୍ୱସନୀୟ' ବୋଲି ବର୍ଣ୍ଣନା…

ହସ୍ପିଟାଲ୍‌ରୁ ଡିସ୍‌‌ଚାର୍ଜ ସମୟରେ ସୁପର୍‌‌ମ୍ୟାନ୍‌ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଆଗକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେବା ଆରମ୍ଭ କରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଫେରିବା ସମୟରେ ଡାକ୍ତରଖାନାରେ ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ…

ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର, ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା

ୱାଶିଂଟନ: କେବେ ଆସିବ କରୋନା ଟିକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟିକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା । ଆମେରିକା…

‘ହୁ’ ରୁ ଓହରିଲା ଆମେରିକା !

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ 'ହୁ' ରୁ ସମ୍ପୂର୍ଣ୍ଣ ରୂପେ ଓହରିବା ନେଇ ନିଷ୍ପତ୍ତି ନେଇଛି ଆମେରିକା। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୬ ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍…

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ…

ଚୀନର କମ୍ୟୁନିଷ୍ଟ ପାର୍ଟି ପଦାଧିକାରୀଙ୍କୁ ଭିସା ଦେବନି ଆମେରିକା

ଓ୍ୱାଶିଂଟନ୍: ହଂକଂ ମାମଲାଲରେ ଖୋଲାଖୋଲି ଚୀନ ବିରୋଧରେ ଆଗକୁ ବାହାରିଛି ଆମେରିକା । ନିଷ୍ପତ୍ତି ନେଇଛି, ଚୀନରେ ଶାସନ ଗାଦିରେ ବସିଥିବା କମ୍ୟୁନିଷ୍ଟ ପାର୍ଟିର (ସିସିପି) ପଦାଧିକାରୀଙ୍କୁ ଭିସା ଦେବ ନାହିଁ । ଏପରିକି ଭିସା ପ୍ରତିବନ୍ଧକ ତାଲିକାରେ ସେମାନଙ୍କ ପରିବାର ସଦସ୍ୟ ବି ରହିପାରନ୍ତି…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପାସହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ୍: ଅନେକ ବାକବିତର୍କ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1207480278697926657?s=19…

ଆମେରିକାରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ ‘ଛବିରାଣୀ’

କଟକ: ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’ ଆମେରିକାର ବୋଷ୍ଟନ୍ ସହରର ସିନେମା ହଲରେ ପ୍ରଦର୍ଶିତ ହୋଇଛି । ରିଲିଜ୍ ହୋଇଥିବା ଏହି ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ଓଡିଶା ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ଜରିଆରେ…

ଆମେରିକାର ଟେକ୍ସାସ୍ ୱାଲମାର୍ଟରେ ଗୁଳିକାଣ୍ଡ, ୨୦ରୁ ଅଧିକ ନିହତ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ୱାଲମାର୍ଟରେ ଜଣେ ୨୧ ବର୍ଷୀୟ ଆତତାୟୀର ଗୁଳି ମାଡରେ ପ୍ରାୟ ୨୦ ଜଣ ବ୍ୟକ୍ତି ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…