ଅମିତ ଶାହାଙ୍କ ଟ୍ୱିଟ୍ ଆକାଉଣ୍ଟ ବ୍ଲକ୍ ହୋଇଥିଲା କାହିଁକି ?
ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ବ୍ଲକ୍ କରାଯାଇଥିବାରୁ ଟ୍ୱିଟର ଅଧିକାରୀଙ୍କୁ ଘନ ଘନ ଜେରା । ପାର୍ଲାମେଣ୍ଟ କମିଟିର ବୈଠକରେ ଏହି ଜେରା କରା ଯାଇଛି । କାହିଁକି ସେମାନେ ଶାହାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲେ ପ୍ରଶ୍ନ କରାଯାଇଥିଲା ।
ଗତ ନଭେମ୍ବର…