Latest Odisha News

BREAKING NEWS

Browsing Tag

Anganwadi Worker

ଲାଞ୍ଚ ନେଇ ଫସିଲେ ସିଡିପିଓ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, କିଛିଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ…

ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ

ଜଗତସିଂହପୁର: ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ଅଙ୍ଗନବାଡ଼ି କର୍ମୀ। ଘଟଣାଟି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ୨ଦିନ ତଳେ କୁଜଙ୍ଗ ବ୍ଳକ ତଳପଡା ସେକ୍ଟରର ଜଣେ…

୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ରରେ ନାହାନ୍ତି ଦିଦି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଡାଉଁଶନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍କେଲିଟନ। ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ଶିଶୁ ଏବଂ ମାତୃତ୍ୱ ବିକାଶ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଅଙ୍ଗନୱାର୍ଡି…

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ ।…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ…

କରୋନା ଡ୍ୟୁଟି ବେଳେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ଭତ୍ତା

ଭୁୁବନେଶ୍ୱର: କରୋନା ଡ୍ୟୁଟି ସମୟରେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହେଲେ ସରକାର ସେମାନଙ୍କର ପରିବାରର ଜଣଙ୍କୁ ଭତ୍ତା ଦିଆଯିବ । ଏ ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନେ କରୋନା ଡ୍ୟୁଟି କରିବା ସମୟରେ ତାଙ୍କର…