Latest Odisha News

BREAKING NEWS

Browsing Tag

Angul

ନାସା ଯିବେ ଓଡିଆ ପୁଅ; ପ୍ରଦର୍ଶିତ କରିବେ ଅଭିନବ ଡ୍ରୋନ୍ ପ୍ରୋଜେକ୍ଟ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ଯିବେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ନିଜର ଅଭିନବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ଡ୍ରୋନ୍ ପ୍ରୋଜେକ୍ଟକୁ ସେଠାରେ ପ୍ରଦର୍ଶିତ…

ବାଣ ବୋଝେଇ ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କାଳୀପୂଜା ବିସର୍ଜନ ସମାରୋହ ଅବସରରେ ଏକ ବାଣ ବୋଝେଇ ମିନି ଟ୍ରକରେ କୌଣସି କାରଣବଶତଃ ନିଆଁ ଲାଗିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ହେମସୁରପଡା ସ୍ଥିତ ଡିଆଇସି ଛକ ନିକଟରେ ବିସର୍ଜନ ସମାରୋହରେ…

କୋଇଲା ଖଣି ଦୁର୍ଘଟଣା: ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣାର ୨ ସପ୍ତାହ ପରେ ଆଜି ଅନ୍ୟଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ଉଦ୍ଧାର ଶ୍ରମିକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ରାତି…

ଅନୁଗୁଳରେ ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଖନ୍ଦାନାଳୀ ନିକଟରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କୁନା ବେହେରା ଏବଂ ସେ ପିପିଲବାହାଳ ଗ୍ରାମର ବାସନ୍ଦ ବୋଲି ଜଣାପଡିଛି । ମିଳିଥିବା…

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,…

ଓଜେଏସ୍ ପରୀକ୍ଷାରେ ଟପ୍ପର ହେଲେ ଅନୁଗୁଳର ଇପସିତା ମିଶ୍ର

ଭୁବନେଶ୍ୱର: ଅନୁଗୁଳର ଇପସିତା ଅଭିନନ୍ଦିତା ମିଶ୍ର ଚଳିତ ଥର ଓଡିଶା ବିଚାରବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଓଡିଶା ଲୋକସେବା ଆୟୋଗ (ଓପିଏସସି) ସୋମବାର ଦିନ ଏହାର ଫଳାଫଳ ଘୋଷଣା କରିଛି। ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରୁ ଇପସିତା ନିଜର ସ୍ନାତକ…

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଫାଣ୍ଡି ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ଫାଣ୍ଡି ଏଏସଆଇ ଗଜେନ୍ଦ୍ର ବେହେରା। ପ୍ରାପ୍ତ ସୂଚନାନୁଯାୟୀ ଟାପଢୋଲ ଗ୍ରାମର ଜଗନ୍ନାଥ ବେହେରାଙ୍କ…

ଅନୁଗୁଳ: ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଗୁରୁବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଡମ୍ବରୁ ସାହୁ ନାମକ ଜଣେ ବ୍ୟବସାୟୀ ଛେଳି କିଣିବାକୁ ଆଜି ଜରପଡା ଅଞ୍ଚଳକୁ…

ଅନୁଗୁଳ: ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ସୁଲେଇପାଳ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେବରାଜଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଜୀବନ ବିକଳରେ ସେ…