Latest Odisha News
Browsing Tag

art and culture

୫ ଜଣ ପ୍ରତିଭାଙ୍କୁ ମିଳିଲା ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିରେ , ପ୍ରାଣନାଥ ସ୍ମୃତି କମିଟି ଆନୁକୂଲ୍ୟରେ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ୨୦୨୧ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଙ୍ଘମିତ୍ରା ପତି (ସ୍ୱାସ୍ଥ୍ୟ…

ହସ୍ତଶିଳ୍ପୀଙ୍କ କର୍ମଶାଳା ‘ଚଉପାଲ୍‌’ ଆୟୋଜିତ

ଭୁବନେଶ୍ୱର : ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତ୍ତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଚଉପାଲ କାର୍ଯ୍ୟକ୍ରମ ଶୀର୍ଷକରେ, ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୱାଲ୍‌ଡ଼ ଆକ୍ଟର ସମ୍ପାଦକ…

୫୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଅଭିଲେଖାଗାର ପରିସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ, ୫୫ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି, ପ୍ରାକ୍ତନ ଶାସନ ସଚିବ ମନୋରଞ୍ଜନ…

ଅକ୍ଟୋବର ୨ରୁ ଆୟୋଜିତ ହେବ ଏକାମ୍ର ସଂସ୍କୃତି ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟର, ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ,  ଆସନ୍ତା ଅକ୍ଟୋବର ୨ରୁ ସ୍ଥାନୀୟ ଏକାମ୍ର ହାଟରେ ଏକାମ୍ର ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ,…

ଲଉଡ଼ି ଓ ଢାପ ନୃତ୍ୟ ସହ ଆମ ଲୋକକଳା ଆମ ସଂସ୍କୃତିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ , ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଦିପୁରର ଲଉଡ଼ି ନୃତ୍ୟ , ବଲାଙ୍ଗୀର…

୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ

କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା 'କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା'…

ଆରଟେମିିନ ପକ୍ଷରୁ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଅଗ୍ରଣୀ କଳା ସଂସ୍ଥା ଆରଟେମିିନ ପକ୍ଷରୁ ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ, ଅନଲାଇନ ମାଧ୍ୟମରେ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର "ବୋଲ୍ କେ ଲବ୍ ଆଜାଦ ହେ ତେରେ" ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଛି। ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି କଳା ସଂସ୍ଥା…

‘ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା’ରେ ଆଦ୍ୟା ଓ ପ୍ରାପ୍ତିଙ୍କ ନୃତ୍ୟ ପରିବେଷଣ

ଭୁବନେଶ୍ବର : ମହାରାଷ୍ଟ୍ର ଓଡ଼ିଆ ୱେତଲ୍ ଫେୟାର ଆସୋସିଏସନ(ମୋୱା) ଓ ପ୍ରବାସୀ ସାହିତ୍ୟ ସମ୍ଭାର ଆନୁକୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ଅବସରରେ ନଭି ମୁମ୍ବାଇର ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ' ଶ୍ରୀଜଗନ୍ନାଥ ନୃତ୍ୟ ସନ୍ଧ୍ୟା' ଅନୁଷ୍ଠିତ ହୋଇଯାଇଛି। ଉମେଶ ଦାଶ ଓ…

ହାତ ପରଶରେ ପଥର ବି ପାଏ ଜୀବନ୍ୟାସ : ପ୍ରସ୍ତର ଶିଳ୍ପୀ ଧ୍ରୁବ ଚରଣ ସ୍ୱାଇଁ

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ) ନାହିଁ ଅର୍ଥର ଲାଳସା କି ପୁରସ୍କାରର ମୋହ । ସରଳତା ତାଙ୍କ ଭୂଷଣ । କାରିଗରି ତାଙ୍କ ପୂଜା । ସକାଳୁର ସଞ୍ଜ ଯାଏଁ ହାତର ଦୁଇ ମୁଠାରେ ବନ୍ଧା ନିହାଣ ମୁଗୁରକୁ ନେଇ ଚାଲିଥାଏ ସୃଷ୍ଟି । କଠିନ…

‘ଶ୍ରୀ ଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଥଯାତ୍ରା ଅବସରରେ ୧୦୦ଜଣ ଶିଳ୍ପୀଙ୍କୁ ନେଇ " ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା " ଶୀର୍ଷକ ଏକ ଚିତ୍ରକଳା ଶିବିର ଅନଲାଇନ ମାଧ୍ୟମରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଯାଇଛି। "ଶ୍ରୀ…