ପରାଜୟ ପରେ ମୁହଁ ଖୋଲିଲେ କେଜ୍ରିୱାଲ…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି।
ସେ ଏକ ଭିଡିଓ ବାର୍ତ୍ତାରେ ଜନତାଙ୍କୁ କହିଛନ୍ତି, “ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଲୋକମାନେ…