Latest Odisha News
Browsing Tag

Assam

ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, କ୍ରାଇମସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମ: ଆସାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବେ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି । ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତର ନାଟକୀୟ ଭାବେ ମୃତ୍ୟୁ ହୋଇଛି । କ୍ରାଇମସିନକୁ ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ତଫିକୁଲ୍ ଓରଫ ତଫଜୁଲ୍ । ହେଲେ ଏକ…

ବାଲ୍ୟବିବାହକୁ ମନା,୨ ଦିନରେ ଗିରଫ ହେଲେଣି୨ ହଜାରରୁ ଅଧିକ ଲୋକ

ଗୌହାଟୀ: ଆଉ ହେବନି ବାଲ୍ୟବିବାହ । ଦୁଇଦିନ ମଧ୍ୟରେ ଗିରଫ ହେଲେଣି ୨ହଜାରରୁ ଅଧିକ ଲୋକ  । ଆସାମରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିବାକୁ ଆସାମ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଆଉ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଧୁବ୍ରିରେ ଆଜି ଅଶାନ୍ତ…

ବାହାଘର ଭାଙ୍ଗିଦେଲା ସାମ୍ପୁ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ…

କ୍ଷମା ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି…

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  ।…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

ବନ୍ୟା ଜଳରେ ଭାସୁଛି ଆସାମ, ୧୧ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ଜଳ ପ୍ରଳୟ । ବନ୍ୟା ଯୋଗୁଁ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଧସିବାରେ ଲାଗିଛି ମାଟି ଅତଡ଼ା । ବନ୍ୟାରେ ଆସାମର ୨୫ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଜଲି ଜିଲ୍ଲା…

ଗୌହାଟୀରେ ଆତଙ୍କବାଦୀଙ୍କ ଲଙ୍କା କାଣ୍ଡ, ଟ୍ରକ ସହ ୫ଜଣଙ୍କୁ ଜାଳିଦେଲେ

ଗୌହାଟୀ: ଆସାମର ଦିମା ହାସାଓ ଜିଲ୍ଲାରେ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ରଚିଛନ୍ତି । ରିପୋର୍ଟ ମୁତାବକ ଦିମାସା ନ୍ୟାଶନାଲ ଲିବେରେସନ ଆର୍ମି (ଡିଏନଏଲଏ)ର ଆତଙ୍କୀ ସଂଗଠନ କୋଇଲା ବୋଝେଇ ଟ୍ରକ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିଲେ । ଆହତଙ୍କୁ ଚିକିତ୍ସା…

ଆସାମରେ ଦୁଇ ଶିଶୁ ନୀତି ଲାଗୁ

ଦାରିଦ୍ର୍ୟ ତଥା ଦୀର୍ଘସ୍ଥାୟୀ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରାଜ୍ୟର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ ଏକ ଉପଯୁକ୍ତ ପରିବାର ଯୋଜନା ନୀତି ଆପଣାଇବାକୁ ଅନୁରୋଧ କରିବାର କିଛିଦିନ ପରେ ଏବେ ଦୁଇ ଶିଶୁ ନୀତି ଲାଗୁ କରିଛନ୍ତି ।…

ଆସାମରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ଗୁଆହାଟୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳୁ ସକାଳୁ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍…