Latest Odisha News

BREAKING NEWS

Browsing Tag

Assam

ଆସାମରେ ଦୁଇ ଶିଶୁ ନୀତି ଲାଗୁ

ଦାରିଦ୍ର୍ୟ ତଥା ଦୀର୍ଘସ୍ଥାୟୀ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରାଜ୍ୟର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ ଏକ ଉପଯୁକ୍ତ ପରିବାର ଯୋଜନା ନୀତି ଆପଣାଇବାକୁ ଅନୁରୋଧ କରିବାର କିଛିଦିନ ପରେ ଏବେ ଦୁଇ ଶିଶୁ ନୀତି ଲାଗୁ କରିଛନ୍ତି ।…

ଆସାମରେ ୨.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ

ଗୁଆହାଟୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସକାଳୁ ସକାଳୁ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ । ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍…

ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସାମରେ ତିଆରି ହୋଇଛି ୮ କି.ମି ଲମ୍ବା ରଙ୍ଗୋଲି

ଆସାମ: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାରୁ ବାରକ ଉପତ୍ୟକାର କାଚର ଜିଲ୍ଲା ପ୍ରଶାସନ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତର ଦୀର୍ଘତମ ରଙ୍ଗୋଲି ତିଆରି କରି ପ୍ରଶଂସା ଲାଭ କରିଛି। କାଚର ଜିଲ୍ଲା ପ୍ରଶାସନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାସ୍ତାରେ ଆଠ…

ଟାଇମ୍ସ ନାଓ-ସିଭୋଟର୍ ଓପିନିଅନ୍ ପୋଲ: ବେଙ୍ଗଲରେ ଦିଦି, ଆସାମରେ କାଣ୍ଟେ କା ଟକ୍କର

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ନିର୍ବାଚନରେ କେଉଁଠି କିଏ ଗଢ଼ିବ ସରକାର ? ପ୍ରଚାର ମୈଦାନ ଏବେ କମ୍ପୁଛି । ଏହାରି ଭିତରେ ସାମନାକୁ ଆସିଛି ଟାଇମ୍ସ ନାଓ-ସିଭୋଟର ଓପିନିଅନ୍ ପୋଲ୍ । ପଶ୍ଚିମବଙ୍ଗରେ ଦିଦି ପୁଣି ଗଢ଼ିବେ ସରକାର । ମମତା ବାନାାର୍ଜୀଙ୍କ ନେତୃତ୍ୱରେ ବେଙ୍ଗଲରେ ଟିଏମସି କ୍ଷମତା…

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ…

ନିର୍ବାଚନ ପୂର୍ବରୁ ଉନ୍ମୋଚନ, ଶିଳାନ୍ୟାସ; ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହେବ ଉନ୍ମୋଚନ, ଶିଳାନ୍ୟାସ ପର୍ବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମ ରାଜ୍ୟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ସହ ଶିଳାନ୍ୟାସ କରିବେ । ପଶ୍ଚିମବଙ୍ଗର ହଳଦିଆରେ ପିଏମ୍ ମୋଦି ଏକ ସଭାକୁ ସମ୍ବୋଧିତ କରିବାର…

ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ ମାମଲା: ପୋଲିସ ଏସପି ଗିରଫ

ଆସାମ: CID ଗୁରୁବାର ଦିନ ସବ ଇନ୍ସପେକ୍ଟର ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ଜଣେ ପୋଲିସ ଅଧୀକ୍ଷକ(ଏସପି)ଙ୍କୁ ଗିରଫ କରିଛି । ଆସାମର ବାରପେଟା ଜିଲ୍ଲାର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ରେ ଏସପି ଭାବରେ ପୋଷ୍ଟ ହୋଇଥିବା କୁମାର ସଞ୍ଜିତ କୃଷ୍ଣଙ୍କୁ ଗୁରୁବାର…

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର…

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…

ଆସାମ ତୈଳ କୂଅରୁ ବାହାରୁଛି ନିଆଁ, ୨ ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟୀ: ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂଅରୁ ଗ୍ୟାସ ନିର୍ଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ତେବେ ଏହି ନିଆଁ ଲିଭା କାର‌୍ୟ୍ୟରେ…