Latest Odisha News

BREAKING NEWS

Browsing Tag

Auction

ନିଲାମ ହେବ “Wikipedia” ପ୍ରତିଷ୍ଠାତା ଜିମି ୱେଲ୍ସଙ୍କ ପର୍ସନାଲ୍ କମ୍ପ୍ୟୁଟର୍‌

ଭୁବନେଶ୍ୱର: ୨୦୦୧, ଜାନୁଆରୀ ୧୫'ରେ ୱିକିପିଡିଆକୁ ପ୍ରତିଷ୍ଠା କରିଥିଲେ ଜିମି ୱେଲ୍ସ । ସେବେଠୁ କୋଟିକୋଟି ଲୋକ ଇଣ୍ଟରନେଟରେ ଅକଳ୍ପନୀୟ ଢଙ୍ଗରେ ଉପକୃତ ହୋଇପାରିଛନ୍ତି । ପ୍ରାୟ ୨୦ ବର୍ଷ ପୂର୍ବେ ଜିମି ଅନଲାଇନ୍ ରେଫେରେନ୍ସ ରିସୋର୍ସ ପ୍ରୋଗ୍ରାମିଂ ପାଇଁ ଏକ କମ୍ପ୍ୟୁଟର (Strawberry…

କରୋନା ମୁକାବିଲା ପାଇଁ ଓଡିଶାରେ ନିଲାମ୍ ହେବ ୨ ଲକ୍ଷ ପ୍ରାଚୀନ ମୁଦ୍ରା !

ଭୁବନେଶ୍ୱର: କରୋନା ଯୁଦ୍ଧରେ ସାମିଲ ହେଲେ ଓଡିଶାର ଜଣେ ପ୍ରଖ୍ୟାତ ମୁଦ୍ରା ବିଜ୍ଞାନବିତ୍ । ନିଜ କଲେକ୍ସନରେ ଥିବା ମୁଦ୍ରା ଗୁଡିକୁ ନିଲାମ୍ କରି ସେହି ଅର୍ଥକୁ ସେ କରୋନାଭାଇରସ୍ ବିରୋଧୀ ଲଢେଇରେ ବିନିଯୋଗ କରିବେ । ୮ ଲକ୍ଷ ମୁଦ୍ରାରୁ ସେ ୨ ଲକ୍ଷ ମୁଦ୍ରାକୁ ବିକ୍ରି କରିବାକୁ ନିଷ୍ପତ୍ତି…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ରୋଇଡା-୨ ଲୁହାପଥର ଖଣିର ହେବ ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ରୋଇଡା-୨ ଲୁହାପଥର ଖଣି ବ୍ଲକର ନିଲାମ ଶୁକ୍ରବାର ଦିନ ୭୯.୨୦ ପ୍ରତିଶତ ଟଙ୍କାରୁ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାରେ ୨୭.୧୮୮ ମିଲିୟନ୍ ଟନ୍ ଲୁହା ରିଜର୍ଭ ବ୍ଲକ୍ ପାଇଁ ନିଲାମ ଡାକିବା ତାଲିକାରେ ଏହି କମ୍ପାନୀ ଗୁଡିକ ରହିଛନ୍ତି । ସେଥିମଧ୍ୟରେ…

ବାତିଲ ହେଲା ଖଣି ନିଲାମ ପ୍ରକ୍ରିୟା, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଗତ ଅକ୍ଟୋବରରେ ଖଣି ନିଲାମ ନେଇ ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ କୌଣସି କାରଣବଶତଃ ଉକ୍ତ ନିଲାମ ଟେଣ୍ଡରକୁ ବାତିଲ କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଓଡିଶାରେ ଗତ ଅକ୍ଟୋବର ୪, ୧୪ ଓ ୧୮ ତାରିଖରେ ପ୍ରାୟ ୩ଟି ପର୍ଯ୍ୟାୟରେ ଏକ ବିଜ୍ଞପ୍ତି ଜରିଆରେ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ଓଡିଶାରେ ନିଲାମ ହେବ ୪୦ ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ଓଡିଶାର ପାଖାପାଖି ୪୦ଟି ଖଣିକୁ ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ୪୦ଟି ଖଣି…