ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୮ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୮
ସ୍ମୃତି ଓ ବାସ୍ତବତାକୁ ନେଇ ବଞ୍ଚିବାରେ ମଜା ଅଛି। ଖରାଛାଇର ଖେଳରେ ମଜ୍ଜି ଜୀଇଁବାକୁ ପଡୁଛି । ଜୀବନ ଆଉ କ'ଣ କି ?ହଜିହଜି ଖୋଜିବା, ପାଇ ହଜାଇବା ପୁଣି ଖୋଜିବା, ଏସବୁର ଏକ ସୁଶୃଙ୍ଖଳ ସମାହାର ବୋଲି କାହିଁକି…