Latest Odisha News

BREAKING NEWS

Browsing Tag

Baranasi

ଆଜି ବାରଣାସୀ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀରେ ଗସ୍ତରେ ଯିବେ । ନିଜ ସଂସଦୀୟ କ୍ଷେତ୍ର ପାଇଁ ମୋଦି ୧୭୭୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ମୋଟ ୩୧ଟି ପ୍ରକଳ୍ପ ଜନତାଙ୍କ ପାଇଁ ସମର୍ପିତ କରିବେ, ଯେଉଁଥିରେ କି ୫୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି…

ବିଶ୍ୱର ଟପ୍ ୫୦୦ ତାଲିକାରେ ରହିବାକୁ ପ୍ରସ୍ତୁତ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ !

ବାରାଣାସୀ: ବିଶ୍ୱର ଟପ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଇନଫ୍ରାଷ୍ଟ୍ରକଚର ବଢାଇବାରେ ଲାଗିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ । ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ ସ୍କିମ ଅଧୀନରେ ଶୈକ୍ଷିକ ଓ ଗବେଷଣା ସୁବିଧାକୁ ଅପଗ୍ରେଡ କରିବା ନିମନ୍ତେ କେନ୍ଦ୍ର ତରଫରୁ ଅନୁଷ୍ଠାନକୁ…