Latest Odisha News

BREAKING NEWS

Browsing Tag

Baripada

ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କ ଆରାଧନା

ମୟୂରଭଞ୍ଜ : ଆଜି ମହାମାୟାଙ୍କ ବିଜୟା ଦଶମୀ । ବିଜୟାଦଶମୀରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ବାରିପଦା ସହରର ବିଭିନ୍ନ ମଣ୍ଡପ ମୁର୍ଗାବାଡି, ଟାଙ୍କିସାହି,ଲାଲବଜାର, ଠାରେ ଥିବା ଦୁର୍ଗା ମଣ୍ଡପରେ ଆଜି ବିଜୟା ଦଶମୀ ପୂଜା ମହା ଆଡମ୍ବର ସହକାରେ କରାଯାଉଛି । ଦୁର୍ଗା ମଣ୍ଡପର ସକାଳ…

ହୁ ହୁ ହୋଇ ଜଳିଗଲା ବାଇକ୍

ବାରିପଦା: ବାଇକରେ ହଠାତ୍ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା । କେହି କିଛି ବୁଝି ପାରିଲେ ନାହିଁ । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ପଲସର ବାଇକ୍ । ବାରିପଦା ମଧୁବନ ମିନି ଷ୍ଟାଡିୟମ ଆଗରେ ଆଜି ସକାଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକଙ୍କ ସାହସିକତା ପାଇଁ ପାଖରେ…

ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ, ୨ ମୃତ

ବାରିପଦା: ଘାଟିରୁ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କର…

ବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ବାରିପଦା: ଦେବସ୍ନାନ ପୂର୍ଣ୍ଣିମାରେ ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ସ୍ନାନନୀତି ଅନୁଷ୍ଠିତ ହୋଇଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । କରୋନା କଟକଣା ଭିତରେ ସ୍ନାନନୀତି ଅନୁଷ୍ଠିତ ହୋଇଛି । ଆଜି ରାତିରେ ଶ୍ରୀଜିଉମାନେ ଅଣସର ବିଜେ କରିବେ । କରୋନା…

ଚାଲିଥିଲା ବଜ୍ରକାପ୍ତା କାତି ପାଇଁ ମୂଲଚାଲ୍‌, ମାଡିବସିଲା ବନ ବିଭାଗ

ବାରିପଦା: ଲକ୍‌ଡାଉନ୍‌ରେ ଥମିନି ଚୋରା ବେପାର । ମଦ ଓ ବ୍ରାଉନ୍ ସୁଗାର କାରବାର ଭଳି ଅବାଧରେ ଚାଲିଛି ବନ୍ୟଜନ୍ତୁୁଙ୍କ ଶିକାର । ଆଜି ନିଷିଦ୍ଧ ବଜ୍ରକାପ୍ତା କାତିକୁ ବେଆଇନ ଭାବେ କ୍ରୟ କରୁଥିବାବେଳେ ମୟୁରଭଂଜର ବାଲିଚୁଆ ଗାଁରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା…

ବିନା ଭକ୍ତରେ ବାରିପଦାରେ ରଥଯାତ୍ରା କରିବାକୁ ଗୁହାରୀ

ବାରିପଦା: ଚଳିତବର୍ଷ ପୁରୀକୁ ବାଦ୍ ଦେଲେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଆୟୋଜିତ ହେବ ପବିତ୍ର ରଥଯାତ୍ରା । କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି କିଛି ଏପରି ନିଷ୍ପତ୍ତି ।…

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍, ଜଣେ ମୃତ

ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍ । ମୟୂରଭଞ୍ଜ ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ବେଳେ ଟ୍ରକ ମାଡିଯାଇଥିଲା । ମୃତକଙ୍କ…

ମକର ବୁଡ଼ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ…

ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ । ଆଜି ଲକ୍ଷେ ୧୦ହଜାର ଲାଞ୍ଚ ନେବା ବେଳେ ଟଙ୍କା ସହିତ ବାରିପଦା ଭିଜିଲାନ୍ସ ଟିମ୍ ଶ୍ରୀ ଘଡ଼େଇଙ୍କୁ ଧରିଥିଲେ। ଜଣେ ମତ୍ସ୍ୟଚାଷୀଙ୍କୁ ସରକାରୀ ସହାୟତା ରାଶି ମଞ୍ଜୁର କରିବା ପାଇଁ ଏହି…

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ…