Latest Odisha News

BREAKING NEWS

Browsing Tag

Baripada

ଆଜିଠୁ ବାରିପଦା ୭ ଦିନ ପାଇଁ ବନ୍ଦ

ବାରିପଦା: ବାରିପଦାରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ନାଗରିକ ସଂଗଠନ ବାରିପଦାକୁ ୭ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରିପଦାର ଯୁବ ସଂଗଟନ ବ୍ୟବସାୟିକ ସଂଘ, ବଣିକ ସଂଘ, ଓକିଲ ସଂଘ, ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆଜିଠାରୁ…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ବାଘଛାଲ ଜବତ କଲା ବନବିଭାଗ। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଖେଜୁରୀକଟା ଗ୍ରାମରୁ ଏକ କଲରାପତରିଆ ବାଘଛାଲ ରାଇରଙ୍ଗପୁର ବନବିଭାଗ ଜବତ କରିଛି । ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ…

ମୟୂରଭଞ୍ଜରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଏଯାଏଁ ୧୧ ପଜିଟିଭ୍ ଚିହ୍ନଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶନିବାର ଦିନ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ- କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର…

କରୋନା ପାଇଁ ବିବାହ ଘୁଂଚାଇଲେ କନେଷ୍ଟବଳ !

ବାରିପଦା: କରୋନା ଲଢେଇରେ ନିୟୋଜିତ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜ ବିବାହକୁ ଘୁଂଚାଇଦେଇଛନ୍ତି । ଏଭଳି ଏକ ଘଟଣା ମୟୁରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସାମ୍ନାକୁ ଆସିଥିଲାବେଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରିପଦା ଟାଉନରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ବାରିପଦାର ‘ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ରାତ୍ରି ପାଖାପାଖି ୯ଟା ସମୟରେ ମାନସିକ ରୋଗ ବିଭାଗ ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଏଆରକଣ୍ଡିସନର ସହ ରୁମରେ କିଛି ଆସବାବପତ୍ର ପୋଡି…

କାର୍ଟୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ବାରିପଦା: ବାରିପଦା ସହର ଉପକଣ୍ଠସ୍ଥ ମଞ୍ଚାବନ୍ଧ ନିକଟ ଏକ କାଗଜ ପେଟି ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଉକ୍ତ ଗୋଦାମରୁ…

‘ସ୍ମାର୍ଟ ଡଷ୍ଟବିନ୍’ ନିର୍ମାଣ କଲେ ଓଡିଆ ପୁଅ ଅନୁଭବ; ଜାଣନ୍ତୁ ମିଳିବ କି ସୁବିଧା

ବାରିପଦା: ସ୍ୱଚ୍ଛତା ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାର ଜଣେ ଛାତ୍ର କମ୍ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ଏକ ‘ସ୍ମାର୍ଟ ଡଷ୍ଟବିନ୍’ । ସ୍ଥାନୀୟ ସତ୍ୟସାଇ ବିଦ୍ୟାମନ୍ଦିରରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଅନୁଭବ ଷଡଙ୍ଗୀ ନାମକ ଜଣେ ଛାତ୍ର…

ବାରିପଦାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ରଥଟଣା

ବାରିପଦା : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଗୋଟିଏ ଦିନପରେ ଆଜି ବାରିପଦାରେ ଅନୁଷ୍ଠିତ ହେଉଛି ରଥଯାତ୍ରା । ଏଥିପାଇଁ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଛି । ମିଳିଥିବା ସୂଚନାନୁଯାୟୀ ଗୁରୁବାର ସକାଳୁ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରିତିନିତୀ ଅନୁଯାୟୀ…

ବାରିପଦା ରଥଯାତ୍ରାକୁ ନିରୀକ୍ଷଣ କରିବ ଡ୍ରୋନ୍ କ୍ୟାମେରା

ବାରିପଦା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।…