Latest Odisha News

BREAKING NEWS

Browsing Tag

Baripada

ବାରିପଦା ରଥଯାତ୍ରାକୁ ନିରୀକ୍ଷଣ କରିବ ଡ୍ରୋନ୍ କ୍ୟାମେରା

ବାରିପଦା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।…

ବାରିପଦାରେ ଚାଞ୍ଚଲ୍ୟ: ଜିଲ୍ଲାପାଳଙ୍କ ଅଫିସକୁ କାନ୍ଧରେ ବୁହାଗଲା ମହିଳାଙ୍କ ମୃତଦେହ

ବାରିପଦା : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଦିନ ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କରିଥିବା ନେଇ…

ବାରିପଦା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସରୋଜିନୀ ହେମ୍ବ୍ରମ୍

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ବିଧାନସଭା ଆସନ ଲାଗି ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ରବିବାର ଦିନ ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ ହେଉଛନ୍ତି ସରୋଜିନୀ । ଏହି ଆସନରୁ ପୂର୍ବରୁ…

ଶିମିଳିପାଳରୁ କଲରାପତିଆ ବାଘର ଗଳିତ ମୃତଦେହ ଉଦ୍ଧାର

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅନ୍ତର୍ଗତ ଜେନବିଲ ବନ୍ୟଖଣ୍ଡର ଟିକତାଲି ସେକ୍ସନର ସରାଇ ଠାରେ ଥିବା ଏକ ନାଳରୁ ବୁଧବାର ରାତିରେ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରଥମେ ଏହି…