Latest Odisha News

BREAKING NEWS

Browsing Tag

Bhasa bahgbata

ଭାଷା ଭାଗବତ : ‘ସ୍ବାଧୀନ’ ବୋଲାଇ..

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମାଗିଲେ ମିଳେନାହିଁ ଯାହା ପ୍ରକୃତ ସ୍ବାଧୀନତା ତାହା ନିଜ ' ସ୍ବ ' ନ ପାରିଲେ ଚିହ୍ନି ତାହା କାହାକୁ ବି ମିଳେନି ' ସ୍ବ ' ଓ ' ତ୍ବ ' ଗଲେ ଯହିଁ ମିଶି ' ସ୍ବତ୍ବ ' ତ ଆପେ ଆପେ ଆସି ବ୍ୟକ୍ତିକୁ କରଇ ସ୍ବାଧୀନ ତା' ହୁଏ…

ଭାଷା ଭାଗବତ : ଉତ୍କଳ ଭୁବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ଯେତିକି ଅଛି, ବାଂଟ ଧାଡ଼ି ବାଂଧି ଆସିବେ ଖଂଟ ଦଂଡକେ ସବୁ ନେବେ ବୋହି ଆଉ କିଛି ବଳିବନାହିଁ ଭାଂଗି ଗଲାଣି ମେରୁଦଂଡ ସମାଜ ହେଲା ଖଂଡ ଖଂଡ ନଇଁଲେ ଲୋକଂକର ମୁଂଡ ଫିଟେନି କାହାର ବି ତୁଂଡ ଲୋକଂକୁ କରିଲେ ଭିକାରି ଯଶ କି…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି ଈଶ୍ବର…

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପ୍ରାଚୀନ, ସାହିତ୍ୟ-ସମୃଦ୍ଧ ଭାଷାର ଏବେ ଗତିରୋଧ ସବୁଠି ହୋଇଛି କାହିଁକି ? କାରଣ ବୁଝିବାନାହିଁ କି ? ସମସ୍ୟା ରଖିଲେ ଲୁଚାଇ ଭାଷାକୁ ହେବ କି ବଂଚାଇ ? ନିଜକୁ ପ୍ରଥମେ ପଚାରୁଁ ତା'ପରେ ଯାହା ଇଚ୍ଛା,…

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପ୍ରାଚୀନ, ସାହିତ୍ୟ-ସମୃଦ୍ଧ ଭାଷାର ଏବେ ଗତିରୋଧ ସବୁଠି ହୋଇଛି କାହିଁକି ? କାରଣ ବୁଝିବାନାହିଁ କି ? ସମସ୍ୟା ରଖିଲେ ଲୁଚାଇ ଭାଷାକୁ ହେବ କି ବଂଚାଇ ? ନିଜକୁ ପ୍ରଥମେ ପଚାରୁଁ ତା'ପରେ ଯାହା ଇଚ୍ଛା, କରୁଁ କେବଳ ବିତ୍ତ…

ଭାଷା ଭାଗବତ : ମତଦାତାର ନିରବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିର୍ଜନ ଏବେ ରାଜୋଦ୍ୟାନ ଜନୋଦ୍ୟାନରେ ନାହିଁ ତୃଣ ଏ ସବୁ ବୋଲାଂତି ବଗିଚା ଗୋଟେ କଂଚା, ଆରଟି ପଚା ଟଳିଯାଇନି ରାଜାସନ ମାଟି ହୋଇଛି ଜନାସନ ଏପରି ହୋଇଛି ବ୍ୟବସ୍ଥା ଅନୁପସ୍ଥିତ ସବୁ ଆସ୍ଥା ଜନତା ଅଜାଡ଼ିଲେ ମତ ନେତା ହୁଏ…

ଭାଷା ଭାଗବତ : ବହୁରୂପୀ ଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯାହାର ନାହିଁ କାମ, ଧଂଦା ସିଏ ହିଁ ମାଗିବୁଲେ ଚାଂଦା ଯିଏ ପାରେନି ଲୁଟି, ଖଟି ସିଏ ଆଦାୟ କରେ ବଟି ଯେଉଁ ବାଟରୁ ଆସୁ ଧନ ତାହାକୁ ମାନ ଓ ସମ୍ମାନ ପ୍ରାପ୍ତ ହୁଅଇ ନିତି ଦିନ ଏମିତି ଚଳେ ଏ ଜୀବନ ଯଦି କାହା କାମ କରୁଛ ନ…

ଭାଷା ଭାଗବତ : କଳ୍ପିତ ଯଶ-ସୁଖ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାକଳ ହେଲେ ଦୃଷ୍ଟିଭଂଗୀ ସୃଷ୍ଟି ବି ହୁଏ ସତ୍ୟ-ସଂଗୀ ନ ଥାଏ କୌଣସି ଆଶଂକା ଲେଖକ ଲେଖେ ଏକାଏକା ପାଠକ ପଢ଼େ ଏକାଏକା ଲେଖକ ପାଏନି ତା' ଦେଖା ତେବେ ବି ଏ ଶୁଦ୍ଧ ସଂପର୍କ ସର୍ବଦା ହୁଅଇ ନିର୍ଭୀକ ପାଠକ ନ ପଢ଼ିଲେ ଲେଖା…

ଭାଷା ଭାଗବତ : ସାହିତ୍ୟ ପୃଷ୍ଠା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସାହିତ୍ୟକୁ କେତେ ଗୁରୁତ୍ବ ଦିଅଂତି ଏଠି ବାର୍ତା-ଦୂତ ସ୍ପଷ୍ଟ ପଡ଼ୁଛି ସତ୍ୟ ଜଣା କରିଲେ ପୃଷ୍ଠାର ଗଣନା ସାତ ଦିନରେ ଏକ ପୃଷ୍ଠା ଦେବାକୁ ନିର୍ଲିପ୍ତ ପ୍ରଚେଷ୍ଟା କରି, ଦେଖାଂତି ଭାଷା-ନିଷ୍ଠା ସାହିତ୍ୟ ହୁଏ ହଟହଟା ଅଥଚ ଅନ୍ୟ…

ଭାଷା ଭାଗବତ : ସଂକଳ୍ପ ଭଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଁ ଯେଣୁ ଜଣେ ପଦ୍ୟକାର କବି ବନିବା ଦାବି ମୋର ନ ଥିଲା, ଏବେ ମଧ୍ୟ ନାହିଁ ଲେଖେଁ ମୁଁ ନିଜ ଭଳି ହୋଇ ଶବ୍ଦରେ ଗୁଂଥା ଭାବାବଳି ରଖେଁ ମୁଁ ଯତ୍ନରେ ସଂଭାଳି ପାଠକେ ବୁଲାଇଲେ ଆଖି ଭାବ-ରୂପ ପାରଂତି ଦେଖି ମୁଁ ନିଜ ସମୟର…