Latest Odisha News
Browsing Tag

bhasa bhagbat

ଭାଷା ଭାଗବତ : ତତ୍କାଳ ମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୩ ତତ୍କାଳ ମତ ଦେବା ଯୋଗୁଁ ବହୁ ଦୁର୍ଦଶା ଆମେ ଭୋଗୁଁ ଜିଭକୁ ରଖିଲେ ସଂଭାଳି କଳହ ପଡ଼େ ଶୀଘ୍ର ଟଳି ତତ୍କାଳ ମତ ଦେଲେ ଲେଖି ଭାଷାକୁ ପାରିବାନି ଟେକି ଘଷରା ଶବ୍ଦ ବିନିମୟ ଘଟାଏ ନିଶ୍ଚେ ଅବକ୍ଷୟ ପୁନର୍ଲିଖନକାରୀଗଣ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୮  ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଭାଷା ଭାଗବତ : ଭାଷାର ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩ କବିତା ପଢ଼ି ଜଣେ କବି ପାରେନି ନୂଆ କିଛି ଭାବି ଅନୁକରଣ ବାରଂବାର ହୁଅଇ ଅଭ୍ୟାସ ତାହାର ଅନ୍ୟ କବିର ପଛୁଆଳ ହୋଇ ବିତାଇ ଦିନକାଳ ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ ତହିଁରୁ ପାଏ ସେ ସଂତୁଷ୍ଟି ବାସ୍ତବ ଜୀବନ ସହିତ ନ ହୋଇ କେବେ…

ଭାଷା ଭାଗବତ : ସ୍ବାନୁଭୂତିରୁ ଭାଷାଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯  ସ୍ବାନୁଭୂତିରୁ ଜ୍ଞାନ ପାଇ ସୁଖେ ସଂସାରେ ରହିଥାଇ ଅର୍ଜିବା ଅଂତରଂଗ ଶାଂତି ଏହା ହିଁ ଜୀବନ ସଂସ୍କୃତି ମନକୁ କଲେ ଯୁଦ୍ଧକ୍ଷେତ୍ର ଫିଟିବନାହିଁ ଜ୍ଞାନନେତ୍ର ଆମର ନିଷ୍କାମ ସାଧନା କରିବା କଟକଣା ବିନା ମନର ସ୍ପଷ୍ଟ କଥା…

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩ କହିଲେ ନିଜେ ନିଜ କଥା ବୋଲାଏ ତା ସ୍ବାର୍ଥପରତା କହିଲେ ନିଜ ଗାଆଁ ଦୁଃଖ ବୋଲାଇଥାଉଁ ଆଂଚଳିକ କହିଲେ ଦେଶର ଯଂତ୍ରଣା ବୋଲାଇଥାଉଁ ନୀଚମନା କହିଲେ ବିଶ୍ବର ଅବସ୍ଥା ମିଳଂତିନାହିଁ ଜଣେ ଶ୍ରୋତା ମନରେ ଥାଏ ଭାଷା ଜ୍ଞାନ ନ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୭ ଶବ୍ଦ ମଝିରେ ଶୂନ୍ୟସ୍ଥାନ ପଦକୁ କରେ ଅର୍ଥପୂର୍ଣ କଲେ ଅଯଥା ଯୋଡ଼ାଯୋଡ଼ି ସହଜେ ହୁଏନାହିଁ ପଢ଼ି ସ୍ବାଧୀନ ହେଲେ ସବୁ ଶବ୍ଦ ଭାଷାକୁ ଛୁଏଁନି ବିପଦ ଏ ସବୁ ଆମ ହାତକାମ ସାରିଲେ ମିଳିବ ବିଶ୍ରାମ କରତ ଧର, କାଠ କାଟ କର ତ,…

ଭାଷା ଭାଗବତ : ଦେବାଶ୍ରୟୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୯ ଦେବତା ଫିଟାଇ ନୟନ ଦେଖଂତି ଆମ କାର୍ଯମାନ ଶୁଣଂତି ଭଜନ, କୀର୍ତନ ପାଟିରୁ ଫିଟେନି ବଚନ ପ୍ରଭୁ କଲେ ହେଁ ସବୁ ଦାନ ମାନେନି ଲୋଭୀ ଭକ୍ତ ମନ ଆହୁରି ବେଶି ବେଶି ମାଗି ତାଂକ ସହ ଥାଆଂତି ଲାଗି ଈଶ୍ବର ପରା ଭାବଗ୍ରାହୀ…

ଭାଷା ଭାଗବତ : ବାଣୀ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୭  ବହି ପଢ଼ି ଲେଖିଲେ ବହି ପୁନର୍ଲିଖନ ବୋଲି କହି ପାଠକେ ଯାଆଂତି ଏଡ଼ାଇ ନୂତନ କିଛି ମିଳେନାହିଁ ବହିରେ ବର୍ଣିତ ଘଟନା ପୁନଶ୍ଚ କରିଲେ ରଚନା ଶବ୍ଦର ଅଦଳ ବଦଳ ପାଏନି ସର୍ଜନାର ବଳ ଗ୍ରଂଥରୁ ଗ୍ରଂଥ ହେଲେ ଜାତ ଭାଷା ହୁଏନି…

ଭାଷା ଭାଗବତ : ଶିଶୁଶିକ୍ଷା ଅନୁଷ୍ଠାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୨ ବୁଝି ଶିଶୁଂକ ପ୍ରୟୋଜନ ହୁଏନି ଏଠି ଶିକ୍ଷାଦାନ ଯାହାର ଯେତେ ଥାଏ ଜ୍ଞାନ ସେ କରେ ସେତେ ବିତରଣ ଚଳିତ ସମୟକୁ ଚାହିଁ ନୂତନ କିଛି ଶିଖେନାହିଁ ଅତି ପୁରୁଣା ବହି ନେଇ ଏବେ ବି ନେଉଛି ଚଳାଇ ବଦଳି ଯାଇଅଛି ସବୁ ତେବେ ବି…