Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ ଛୁଇଁଲା

ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ବ୍ୟବଧାନ ପରେ ଗୁରୁବାର ଦିନ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଭିଏସଏସ ନଗରର ୩୪ ବର୍ଷୀୟ ବ୍ୟକ୍ତି ଏବଂ ସୂର୍ଯ୍ୟ ନଗରର ୬୭ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଅନ୍ୟ କେଉଁମାନେ ଆସିଛନ୍ତି ସେନେଇ ଛାନଭିନ୍ ଚାଲିଛି ।

Leave A Reply

Your email address will not be published.