Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱର-କଲୋମ୍ବୋ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି ଶ୍ରୀଲଙ୍କାର ଏୟାରଲାଇନ୍ । ଏନେଇ ଶ୍ରୀଲଙ୍କା ଏୟାରଲାଇନର ଭାରତ, ବାଂଲାଦେଶ ଓ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ…

ଏମ୍‌ସ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି ସମ୍ମିଳନୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ରେଡିଓ ଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି (ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୯ଟି ମୃତଦେହ ଥିବା ବେଳେ ସେମାନେ ସେମାନଙ୍କ…

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ ଶବର ଓ କଳାହାଣ୍ଡିର ସନାତନ ମାଝୀ ।…

ପ୍ରବଳ ବର୍ଷାରେ ଭାସୁଛି ଭୁବନେଶ୍ୱର, ରାତି ୮ଟା ଯାଏ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ୱର । ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପାଣି ପସିଛି । ରାଜଧାନୀର ରାଜରାସ୍ତାରେ ଲହଢ଼ି ଭାଙ୍ଗୁଛି ବର୍ଷା ପାଣି । ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅନେକ ଘରେ ପସିଛି ବର୍ଷା ପାଣି…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ । ହେଲେ ସେମାନେ ଆଉ ବାହାରକୁ ବାହାରି…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

୨୯ ସେପ୍ଟେମ୍ବରରୁ “ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ “ପ୍ରୋପ୍ୟାକ୍ ଓଡ଼ିଶା-୨୦୨୩ ଓ ଓଡ଼ିଶା ପ୍ଲାଷ୍ଟ-୨୦୨୩” ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର…