Latest Odisha News

BREAKING NEWS

Browsing Tag

Bhubaneswar

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି)…

ସାଇ ଇଣ୍ଟରନ୍ୟାସନାଲରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ମାତୃତ୍ୱ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଇ ଇଣ୍ଟରନ୍ୟାସନାଲରେ ମାତୃତ୍ୱ ଦିବସ ଉତ୍ସାହର ସହିତ ପାଳିତ ହୋଇଛି । ମାତୃତ୍ୱ ଦିବସର ଉଦ୍ଦିପନାକୁ କରୋନା ଭୂତାଣୁ ପ୍ରତିହତ କରିପାରିନଥିଲା । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ, ସାଇ ଆଙ୍ଗନ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ…

ରେଲୱେ ଟ୍ରାକରେ ନ’ଚାଲିବାକୁ ପୂର୍ବତଟ ରେଳପଥର ଅନୁରୋଧ

ଭୁବନେଶ୍ୱର: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ୍ କରାଯାଇଛି କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବାକୁ ନିରବଚ୍ଛିନ୍ନ ଭାବେ ସମସ୍ତ ରେଳ ଟ୍ରାକ୍ ଉପରେ ମାଲବାହୀ ଓ ପାର୍ସଲ୍…

ରାଜଧାନୀରେ ଚାଞ୍ଚଲ୍ୟ, ନୟାପଲ୍ଲୀ ଅଂଚଳରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଂଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକଙ୍କ ନାଁ ବନୁ ଶବର । ଗତ ୫ ତାରିଖରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଟୁକୁନା ବେହେରାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ମୃତ ବନୁ ଓ ହତ୍ୟାକାରୀ ଟୁକୁନା ଦୁଇ…

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି । ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁ ଫୁସଫସରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (କିମ୍ସ)ରେ ଜଣେ ୭ ବର୍ଷ ବୟସ୍କ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଶିଶୁଟିର କ୍ଷୀରଦାନ୍ତ ବୃଦ୍ଧି ପାଇ ଶ୍ୱାସପଥକୁ ଅବରୋଧ କରିଥିଲା । ଏଥିଯୋଗୁଁ ଫୁସଫୁସରେ ଶ୍ୱାସ ପ୍ରକ୍ରିୟା ଅସ୍ୱାଭାବିକ ହୋଇପଡ଼ିବା…

ନକଲି ଆଇପିଏସ୍ ଅଫିସରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ…

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ହଟାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ସୁସ୍ଥ ହେବା ପରେ ଏହି ସବୁ ଅଂଚଳରୁ କଣ୍ଟେନମେଣ୍ଟକୁ ହଟାଯାଇଛି । ମାତ୍ର ଆଗାମୀ ସାତ ଦିନ ଯାଏଁ ଏହି ସବୁ ଅଂଚଳ ଉପରେ ନଜର ରହିବ ବୋଲି…

ପପୁ ପମ୍‌ପମ୍‌ଙ୍କ ମ୍ୟାନେଜର୍ ଗିରଫ; ବିକ୍ରିକରୁଥିଲେ ମଦ !

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କମେଡ଼ି କିଙ୍ଗ୍ ପପୁ ପମ୍‌ପମ୍ । ହାସ୍ୟାଭିନେତା ପପୁଙ୍କ ମ୍ୟାନେଜର୍ ମଦ ବିକ୍ରି କରୁଥିବା ନେଇ ଗିରଫ ହୋଇଛନ୍ତି । ରାଜଧାନୀରେ ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପପୁଙ୍କ ମ୍ୟାନେଜର୍ ପ୍ରଦୀପ୍ତ…