Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ବରରେ ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥତ ଏକ ଘର ମଧ୍ୟରୁ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଦୀପାଳି ପ୍ରିୟଦର୍ଶୀନୀ ଜେନା ହୋଇଥୀବା ବେଳେ ସେ ନିଜ ମା’ ଓ ଦୁଇ ଭଉଣୀଙ୍କ ସହ ରହୁଥୀଲେ। ଖବର ପାଇ…

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ୧୦ଟା ୧୫ମି.ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପହଞ୍ଚିଛନ୍ତି । ଉପରାଷ୍ଟ୍ରପତି ‘ରାଜଦୂତ’ ନାମକ ଏକ ସ୍ୱତନ୍ତ୍ର ବିମାନରେ ଆସି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…

ଜାଣନ୍ତୁ, ପୂଜାରେ ରାଜଧାନୀର କେଉଁ ରୁଟରେ ଲାଗିବ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭାରୀ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି । ପୂଜା ମଣ୍ଡପ ତଥା ଦୋକାନ ବଜାରରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଭୁବନେଶ୍ୱରରେ ଏନ୍ଆଇଏ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ମୋଦି। ଏହି ଗସ୍ତରେ ତାଙ୍କ ସହିତ ସାମିଲ ରହିଛନ୍ତି ଏନଆଇଏ ଆଇଜି ଜ.ପି ସିଂହ ପ୍ରମୁଖ । ଉଭୟ ରାଜ୍ୟ ପୋଲିସ ଭବନରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେବା…

ରାଜଧାନୀରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ନିକଟସ୍ଥ ବରବାରି ବସ୍ତିରେ ଚଢାଉ କରି ପୋଲିସ ପ୍ରାୟ ୩୮ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲାର ପ୍ରଫୁଲ୍ଲ ଜେନା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ୍ଲର ଘରେ…

ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

ଭୁବନେଶ୍ୱର: ପୂର୍ବତଟ ରେଳବାଇ ଅଧିକାରୀ ତଥା କର୍ମଚାରୀଙ୍କ ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବିରୋଧ କରି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ କରାଯାଇଥିଲା । ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ…

ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋମବାର ଦିନ ସହିଦ ନଗରସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ) ନିକଟରେ ଥିବା ପାଖାପାଖି ୪୦ଟି ଅସ୍ଥାୟୀ ସେଡ୍ ତଥା ଘର ଗୁଡିକୁ ଉଚ୍ଛେଦ କରାଯାଇଛି । ଏହି ଅସ୍ଥାୟୀ ଘର ବ୍ୟତିତ କାର୍ଯ୍ୟାଳୟ ନିକଟରେ ଥିବା ୩ଟି…

ଭୁବନେଶ୍ୱରରେ ସ୍ଥାପିତ ହେବ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବରମୁଣ୍ଡାରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ ସ୍ଥାପନ ଲାଗି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନୂଆ ଅତ୍ୟାଧୁନିକ ଟର୍ମିନାଲରେ ବସ୍ ଓ ଯାତ୍ରୀମାନଙ୍କ ଲାଗି ସମସ୍ତ ଆବଶ୍ୟକୀୟ ସୁବିଧା…

ରାଜଧାନୀ ରାଜରାସ୍ତାରେ ହଙ୍ଗାମା କଲେ ନିଶାଶକ୍ତ ଯୁବତୀ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ୨ ଜଣ ଯୁବତୀଙ୍କୁ ହେପାଜତରେ ନେଇଛି ପୋଲିସ । ମିଳିଥିବା ସୂଚନାନୁଯାୟୀ କପିଳେଶ୍ୱର ରୋଡରେ ଯାଉଥିବା ଏକ କାରଟି ହଠାତ୍ ରାସ୍ତା ମଝିରେ ଅଟକିଥିଲା । ପରେ ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରତିବାଦ…