Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ…

ନବୀକରଣ ସହ ନୂଆ ରୂପରେଖ ନେବ ରାଜଧାନୀର ପାର୍କ

ଭୁବନେଶ୍ୱର: ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କର ରୂପରେଖ । ପାର୍କ ଗୁଡିକର ଡିଜାଇନ ତଥା ବର୍ତ୍ତମାନ ଦିଆଯାଉଥିବା ସୁବିଧା ସବୁକୁ ବଦଳାଇ ଏହାକୁ ନୂତନ ତଥା ଉନ୍ନତ ମାନର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ମାନେ ଯୋଜନା କରୁଛନ୍ତି । ଓଡ଼ିଶାର ରାଜଧାନୀରେ ଥିବା…

‘ହାଇଡ୍ରା କ୍ରେନ୍’ ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ହଂସପାଳ ସ୍ଥିତ ଏକ ମଲ୍ ନିକଟରେ ମଙ୍ଗଳବାର ଦିନ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର ହଂସପାଳ ଠାରେ ଥିବା ଏକ ମଲ୍ ନିକଟ ରୋଡ଼ରେ ଗୋଟିଏ ବାଇକକୁ ହାଇଡ୍ରା ଗାଡି…

ଟ୍ରାଫିକ୍ ଜୋରିମାନାକୁ ନେଇ ରାଜଧାନୀରେ ତାତିଲେ ଜନସାଧାରଣ, ପୋଲିସର ଲାଠିଚାର୍ଜ !

ଭୁବନେଶ୍ୱର: ଟ୍ରାଫିକ୍ ଜୋରିମାନାକୁ ନେଇ ଆଜି ରାଜଧାନୀରେ ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଯାହା ଜଣାପଡୁଛି, ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ଚାଲାଣ ଆଦାୟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରଶାସନ ପ୍ରତି ବୁମେରାଂ ସାଜିଛି ।…

ଭୁବନେଶ୍ୱରରେ ଜଳିଗଲା ମିନିଟ୍ରକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଟିଆ ନିକଟରେ ଗୁରୁବାର ଦିନ ଏକ ମିନିଟ୍ରକରେ ନିଆଁ ଲାଗିଯିବାରୁ ଏହା ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳୁଥିବାର ନଜରକୁ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ ଇନଫୋସିଟି ଥାନା ଅନ୍ତର୍ଗତ କିମ୍ସ ହସ୍ପିଟାଲର ପଛପଟ ରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର/ଖୋର୍ଦ୍ଧା: ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଗୁରୁବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସୁଶାନ୍ତ ମାଝି ଓ ଜାମସେଦ୍ ଖାନ୍ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଡକାୟତି ଉଦେ୍ଧଶ୍ୟରେ ନୟାଗଡରୁ…

ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ କପୁର

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ସୋନମ କପୁର ସେପ୍ଟେମ୍ବର ୨ରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି । ସେ ଏହି ଅବସରରେ ଏକ ଜୁଏଲାରୀ ଶୋ’ରୁମର ଉଦଘାଟନ୍ କରିବେ । ସୋନମ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିବାକୁ ଥିବାବେଳେ ଏହାକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା…

ଏଣିକି ଭୁବନେଶ୍ୱରରେ ଟ୍ରାଫିକ୍ ଜଗିବ ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର: ଦ୍ରୁତ ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ । ଏବେ ରାଜଧାନୀର ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜଗିବ ଡ୍ରୋନ୍ । ଏହାକୁ ‘ନୋ ଓଭର ଟେକିଂ’ ଜୋନ୍ ଭାବେ ଚିହ୍ନିତ କରାଯିବ ଏବଂ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟର୍ ଓ ପରିଚାଳନା କରାଯିବ…

ରାଜଧାନୀରୁ ବ୍ରାଉନସୁଗାର ଜବତ ଘଟଣାରେ ୪ ଅଟକ

ଭୁବନେଶ୍ବର : ରାଜଧାନୀରେ ବ୍ରାଉନସୁଗାର ସ୍ମଗଲିଂ ଅଭିଯୋଗରେ ଶନିବାର ଦିନ ଘଟଣାରେ ସମ୍ପୃକ୍ତି ନେଇ କ୍ୱିକ୍ ଆକ୍ସନ୍ ଟିମ୍ (କ୍ୱାଟ୍) ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ମହାପାତ୍ର, ଗୁଣନିଧି ବାରିକ, ତୈଦୁର, ପରେଶ ସେଠୀ। ସେମାନଙ୍କ ଠାରୁ ପାଖାପାଖି ୨୪.୬…

ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ରବିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଏହି ଦୁଇଜଣ ଅପରାଧିଙ୍କୁ ଚିକିତ୍ସା…