Latest Odisha News

BREAKING NEWS

ଏଣିକି ଭୁବନେଶ୍ୱରରେ ଟ୍ରାଫିକ୍ ଜଗିବ ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର: ଦ୍ରୁତ ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ । ଏବେ ରାଜଧାନୀର ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜଗିବ ଡ୍ରୋନ୍ ।

ଏହାକୁ ‘ନୋ ଓଭର ଟେକିଂ’ ଜୋନ୍ ଭାବେ ଚିହ୍ନିତ କରାଯିବ ଏବଂ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟର୍ ଓ ପରିଚାଳନା କରାଯିବ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ଏହି ଲେନ୍ ଡ୍ରାଇଭିଂ ପାଇଁ ଚାଳକଙ୍କୁ ତାଗିଦ୍ ଏବଂ ଟ୍ରାଫିକ୍ ନିୟମ ଉଲଘଂନକାରୀଙ୍କ ଉପରେ ଜୋରିମାନା ଲଗାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.