Latest Odisha News

BREAKING NEWS

Browsing Tag

bhupesh baghel

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ…

ଛତିଶଗଡରେ କଂଗ୍ରେସର ଜିତିବା ଚିନ୍ତା, ଉପମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ବଘେଲ

ଭୁବନେଶ୍ୱର: ଛତିଶଗଡରେ ରାଜନୈତିକ ପରିବେଶ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେପଟେ ଇଣ୍ଡିଆ…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…

ଏବେ ସିଂଦେଓଙ୍କୁ ଲଲିପପ, ଜିତିଲେ ହଟିବେ ବଘେଲ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ଦିନଠାରୁ ଲାଗି ରହିଥିବା ସମସ୍ୟା କିଛି ପରିମାଣରେ ସମାଧାନ ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ନେତୃତ୍ୱ। ଛତିଶଗଡ଼ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟତମ…

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି। କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ…

‘ବଘେଲଙ୍କ ପ୍ରଶ୍ନ’, ମୋଦି କଣ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟନ କରିବାକୁ ଦେବେ?

ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ଆଦିବାସୀଙ୍କ ପ୍ରତି ଅପମାନ ଓ ଅସମ୍ମାନର ଆଖ୍ୟା ଦେଇଛି। ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଲଗୁଡିକର…

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି। ଏହା ବିଜେପିକୁ…