Latest Odisha News

BREAKING NEWS

Browsing Tag

bihar politics

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

‘ବିହାରରେ ହେବ ମହାରାଷ୍ଟ୍ର ଅବସ୍ଥା, ଭାଙ୍ଗିଯିବ ନୀତିଶ ସରକାର’

ଭୁବନେଶ୍ୱର: ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ। ଖୁବ ଶୀଘ୍ର ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାର ଭାଙ୍ଗିଯିବ। ନୀତିଶଙ୍କ ଦଳର ବହୁ ସାଂସଦ ଓ ବିଧାୟକ ଏନଡିଏ ସହ ସମ୍ପର୍କରେ ଅଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି…

ବିରୋଧୀଙ୍କ ବୈଠକ ପୂର୍ବରୁ ତେଜିଲା ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ କେଜରିୱାଲ ଲଢେଇ!

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିରୋଧୀ ଦଳଗୁଡିକର ବୈଠକ ହେବ। ଏଥିପାଇଁ ବିହାରର ପାଟନା ଚଳଚଞ୍ଚଳ ହୋଇଉଠିଛି।ବିଜେପି ବିରୋଧରେ ଏକାଠି ହେବେ ୧୭ ରୁ ଅଧିକ ବିରୋଧୀ ଦଳ। କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଉଦ୍ଧବ ଗୋଷ୍ଠୀ ଶିବସେନା ସମେତ ପ୍ରମୁଖ…

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି। ବିହାରର…

‘ନୀତିଶ କୁମାର’, ନିଜେ ଯୋଡୁଛନ୍ତି କିନ୍ତୁ ନିଜର ଭାଙ୍ଗୁଛି

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀଙ୍କୁ ଯୋଡିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାରା ଦେଶର ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ଗୁଡ଼ିକର ମୁଖିଆଙ୍କୁ ଭେଟୁଛନ୍ତି। ପାଟନାରେ ବିରୋଧୀଙ୍କ ମହାମେଳି ପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି।…

ନୀତିଶଙ୍କ ମିଶନ ୧୨୦ !

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ବିଜେପି ଭର୍ସେସ ବିରୋଧୀଙ୍କ ମଧ୍ୟରେ ହେବ। ସେଥିପାଇଁ ନୀତିଶଙ୍କ ନେତୃତ୍ୱରେ ବିରୋଧୀ ଏକ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ନୀତିଶଙ୍କ…