Latest Odisha News

BREAKING NEWS

Browsing Tag

bihar

ବିହାରରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ

ପାଟନା: ପାଟନାର ଜଣେ ୨୬ ବର୍ଷିୟା ଯୁବକ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ନିକଟରେ ଦିଲ୍ଲୀ ଯାଇ ବିଦେଶରୁ ଫେରିବା ପରେ ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ। ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟ ସ୍ୱାସ୍ଥ୍ୟ ସମାଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

[ଭିଡିଓ] ମଦ ନିଷେଧ ରାଜ୍ୟରେ ମଦ ହରିଲୁଟ୍

ଭୁବନେଶ୍ୱର: ଭାରତର କିଛି ହାତଗଣତି ରାଜ୍ୟକୁ ମଦ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ତଥାପି ସେହି ରାଜ୍ୟମାନଙ୍କରେ ପ୍ରତିଦିନ ସାମ୍ନାକୁ ଆସିଥାଏ ବେଆଇନ ମଦ କାରବାର । ଏହି ତାଲିକାରେ ବିହାର ରାଜ୍ୟ ମଧ୍ୟ ସାମିଲ ଅଛି । ନିକଟରେ ଏହି ରାଜ୍ୟରେ ମଦ ହରିଲୁଟର ଘଟଣା ସୋସିଆଲ ମିଡିଆରେ…

ଆକ୍ସନ୍‌ ମୋଡ୍‌ରେ ନୀତିଶ କୁମାର,ବିହାରରେ ମଦ ବନ୍ଦ ନେଇ ୧୬ ନଭେମ୍ବରରେ ବୈଠକ

ବିହାର: ବିହାରରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଷାକ୍ତ ମଦ ମୃତ୍ୟୁକୁ ନେଇ ମୃତ୍ୟୁକୁ ନେଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ। ଏବେ ଆକ୍ସନ ମୋର୍ଡରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ୧୬ ନଭେମ୍ବରରେ ଏହି ସମ୍ବନ୍ଧରେ ବିଚାର-ବିମର୍ଷ ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ।…

ବିିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୩୪ ମୃତ

ପାଟନା : ବିିଷାକ୍ତ ମଦ ନେଉଛି ଜୀବନ । ବିହାରର ଗୋପାଳଗଂଜ ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଗତ ୧୫ ଦିନ ଭିତରେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ତେହୁଆ ଗାଁରେ ଗୁରୁବାର ଦିନ ୮ ଜଣଙ୍କ ମୃତ୍ୟୁ…

ମେ’ ୧୫ ଯାଏ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ନୀତିଶ

ପାଟଣା: ବିହାରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ୍ ଘୋଷଣା କରିଛନ୍ତି । ମେ’ ୧୫ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ନୀତିଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସହଯୋଗୀ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ୧୫ ମେ…

ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା: ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା 

ଗୟା: ବିହାର ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା । ଆଗାମୀ ଦିନରେ ଏହି ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବାକୁ ଯୋଜନା ଚାଲିଛି । ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି…

ରାସ୍ତାକଡ଼ ଦୋକାନ ଉପରେ ଚଢିଗଲା ଟ୍ରକ୍‌, ୮ ମୃତ 

ପାଟନା: ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, କେହି କିଛି ବୁଝିବା ଆଗରୁ ଜାହାନାବାଦରୁ…

କେମିତି ଚାଲିଥିଲା ବିହାରରେ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…