Latest Odisha News
Browsing Tag

Bijay Mohanty

ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ସ୍ୱର୍ଗତ ବିଜୟ ମହାନ୍ତିଙ୍କର ଆଜି ଶେଷକୃତ୍ୟ କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ହସ୍ପିଟାଲରୁ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ନିଆଯିବ ବୋଲି ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ସେ ଗୁରୁତର…

ବିଜୟ ମହାନ୍ତିଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କର ସୋମବାର ସନ୍ଧ୍ୟାରେ ନିଧନ ଘଟିଛି । ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, "ବିଜୟଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ…

ବିଜୟ ମହାନ୍ତି : ଏକ ଅସରନ୍ତି ସିନେମାର ମଧ୍ୟାନ୍ତର

ସିନେମା ସରିନାହିଁ। କାହାଣୀ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ବାକି ଅଛି ହସ ଓ ଲୁହର ନାଟକ। ଏ ଯାଏ, ସବୁଠୁ ଓଜନଦାର ସଂଳାପ ଉଚ୍ଚାରିତ ହୋଇନାହିଁ। ରୋମାଞ୍ଚର ଜଗତରେ ଏବେ ବି ବାକି ଅଛି ଉତ୍ତେଜନା। ସୁନା କନିଆଁ ପରି ସେ ନାୟିକାର ଅପେକ୍ଷାରେ ଗୀତ ଗାଉଛି ରୂପା ଶଗଡିର ଶଗଡିଆ। ତାର…

ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ବିଜୟ ମହାନ୍ତିଙ୍କ ବିୟୋଗରେ ସେ ଗଭୀର ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । କଳାର ଯାଦୁରେ ପିଢି ପରେ ପିଢି…

ପରଲୋକରେ ଓଲିଉଡର ଭେଟେରାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ସେ ଗୁରୁତର ହୋଇପଡିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଭେଟେରାନ ଅଭିନେତା ବିଜୟ ମହାନ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ସନ୍ଧ୍ୟାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।…

ହାଲୋ ମୁଁ ଭୁବନେଶ୍ୱର ଆସୁଛି : ବିଜୟ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ନେଇ ଭୁବନେଶ୍ୱରରୁ ଯାଇଥିବା ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଆଜି ଦିନ ୧୧ଟା ୫୫ ସମୟରେ ଏହି ଆମ୍ବୁଲାନ୍ସ ହ୍ରାଇଦ୍ରାବାଦ ଛାଡିଥିବା ସୂଚନା ମିଳିଛିି । ଭୁବନେଶ୍ୱର ଆସିବା ପାଇଁ…

ଭୁବନେଶ୍ୱର ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଭୁବନେଶ୍ୱର ଫେରିବେ । ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅଣାଯିବ । ମିଳିଥିବା ସୂଚନା ଅନୁସାରେ ସେ ଚିକିତ୍ସିତ ହେଉଥିବା ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରୁ ତାଙ୍କୁ ଏବେ ଡିସ୍‌ଚାର୍ଜ କରାଯାଉଛି । ତେଣୁ ଆଜି…

ଭେଟେରାନ ଅଭିନେତା ବିଜୟ ମହାନ୍ତିଙ୍କୁ ପ୍ରଶଂସକଙ୍କ ଜନ୍ମଦିନର ଭେଟି

ଭୁବନେଶ୍ୱର: ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ଅଭିନେତା ବିଜୟ ମହାନ୍ତି ଆଜି ୭୦ ବର୍ଷରେ ପାଦ ଛାପିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଜଣେ ଫ୍ୟାନ ଅର୍ଜୁନ ମହାନ୍ତ ବିଜୟ ମହାନ୍ତିଙ୍କର ଏକ ଡିଜିଟାଲ ଆର୍ଟ ପ୍ରସ୍ତୁତ କରି ଭେଟି…