Latest Odisha News

BREAKING NEWS

Browsing Tag

Biopic

ରତନ ଟାଟାଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ନେଟିଜେନ୍ସ କହିଲେ କିଏ ହେବେ ହିରୋ…

ମୁମ୍ବାଇ: ୨୦୨୪ ମସିହା ଅକ୍ଟୋବର ୯ରେ ୮୬ବର୍ଷ ବୟସରେ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶ ମ୍ରିୟମାଣ ହୋଇପଡିଥିଲା। ଏହି ସମୟରେ ଜି ମିଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବଡ ଘୋଷଣା କରିଛି। ଏହି କମ୍ପାନୀ ଟାଟା ଗ୍ରୁପ୍ର…

ତୃତୀୟ ଥର ପାଇଁ ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ: ଜନ୍ମଦିନରେ ରିଲିଜ ହୋଇପାରେ ଟିଜର୍ 

ଭୁବନେଶ୍ୱର: ଓଃ ମାଇଁ ଗଡ୍-୨ଚଳଚ୍ଚିତ୍ରର ସଫଳତାକୁ ନେଇ ଅକ୍ଷୟ କୁମାର ବେଶ୍ ଖୁସି ଅଛନ୍ତି । କିନ୍ତୁ ଏହାକୁ ନେଇ ଉତ୍ସବ ପାଳିବା ପରିବର୍ତ୍ତେ ସେ ତୁରନ୍ତ ଏକ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଥିଲେ । ଆଜିକାଲି ସେ ଲକ୍ଷ୍ନୌରେ 'ସ୍କାଏ ଫୋର୍ସ' ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

ପରଦାକୁ ଆସୁଛି ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: କିଛିଦିନ ପୂର୍ବରୁ ଚେସ୍ ଚାମ୍ପିୟନ୍ କ୍ୱିନ୍ ଗାମ୍ବିଟ ଉପରେ ଏକ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ୱେବ୍ ସିରିଜ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା । ହେଲେ ଏବେ ହିନ୍ଦୀ ଭର୍ସନରେ ଏହିପରି ଏକ ୱେବ୍ ସିରିଜ ନିର୍ମାଣ ହେବାକୁ ଯାଉଛି ।…

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ…

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

ହିମା ଦାସଙ୍କ ବାୟୋପିକ ନିର୍ମାଣ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ସାମିଲ ହେବାକୁ ଯାଉଛି ସ୍ୱର୍ଣ୍ଣ ବିଜୟିନୀ ହିମା ଦାସଙ୍କ କାହାଣୀ । ଆସାମର ୧୮ ବର୍ଷ ବୟସ୍କା ଆଥଲେଟ ହିମା ଦାସ ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନସିପରେ ଏକ ମାସରେ ୫ଟି ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ । ହିମାଙ୍କ ଖେଳ…

ମୋଦିଙ୍କ ବାୟୋପିକରେ ନିଜ ନାଆଁ ଦେଖି ଚକିତ ହେଲେ ଜାଭେଦ ଅଖତାର୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହେବାପରେ ତାକୁ ନେଇ ବିବାଦ ଦେଖାଦେଇଛି। ଏହି ସିନେମା ଟ୍ରେଲର କ୍ରେଡିଟିରେ ଗୀତିକାର ତାଲିକାରେ ଗୀତିକାର ଜାଭେଦ୍ ଅଖତର୍ ନିଜ ନାଆଁ ଦେଖି ଚକିତ ହୋଇପଡିଛନ୍ତି ।…