Latest Odisha News
Browsing Tag

BJP Yuva Morcha

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଁଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା, ଲାଭାର୍ଥୀଙ୍କ ସହ…

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

ଭୁବନେଶ୍ୱର: ବିଧାନସଭା ଘେରାଉ ବେଳେ ବିଜୁ ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଆଜି ବିଜେପି ଏତଲା ଦେଇଛି । ଦଳ କହିଛି, ଓଡ଼ିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ…

ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ, କାଲି ସବୁ ଥାନାରେ ଏତଲା ଦେବ ବିଜେପି

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପି ବିରୋଧ କରିଛି । ପ୍ରତିବାଦରେ ଦଳ ଆସନ୍ତାକାଲି ରାଜ୍ୟର ସବୁ ଥାନାରେ ଏତଲା ଦେବ । ଏନେଇ ଆଜି ପ୍ରେମସିଟରେ ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭା ଘେରାଓ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧, ୦୭, ୪୦୮; ୨୦୧୯ରେ ୧, ୨୧, ୫୨୫; ୨୦୨୦ରେ ୧, ୩୪, ୨୩୦; ୨୦୨୧ରେ ୧, ୫୫, ୪୨୦;…