Latest Odisha News

BREAKING NEWS

Browsing Tag

Bjp

ଜୁନ୍ ୧୭ରେ ଓଡ଼ିଶା ଆସିବେନି ଅମିତ୍ ଶାହ, ଦ୍ୱିତୀୟ ଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଉପକୂଳ ଛୁଇଁବ । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ବିଜେପି ନିଜର କଲାନି, ଜଗନଙ୍କୁ ଏବେ ଭଗବାନ ଭରସା !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ…

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ…

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…

‘କର୍ଣ୍ଣାଟକ ରାଜନୀତି’, ବିରୋଧୀ ଦଳ ନେତା ବାଛିପାରୁନି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ପରାଜୟ ପରେ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ଏଯାଏ ବିରୋଧୀ ଦଳ ନେତା ଚୟନ କରି ପାରି ନାହିଁ। କଂଗ୍ରେସ ନୂଆ ସରକାର ଗଠନ କରିବା ସହ ସବୁ ମନ୍ତ୍ରୀ ଶପଥ ନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ବିଜେପି କିନ୍ତୁ ବିଧାନସଭାରେ ନିଜ ନେତା ଚୟନ କରି ନ…

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି। କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ…

ରାଜସ୍ଥାନରେ ବିଜେପିର ଜନ ଆକ୍ରୋଶ ଯାତ୍ରା ବନାମ ଗେହଲଟଙ୍କ ମାଗଣା ଯୋଜନା

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି। ରାଜସ୍ଥାନ…

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଁଚାଇବା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପରିସରକୁ ଆଣିବା, ସାଧାରଣ ଲୋକଙ୍କୁ ଏହାର ଭାଗିଦାରୀ କରିବା, ଲାଭାର୍ଥୀଙ୍କ ସହ…