Latest Odisha News

BREAKING NEWS

Browsing Tag

Bjp

କର୍ଣ୍ଣାଟକରେ କଂଗ୍ରେସକୁ ଦଳିତଙ୍କ ସମର୍ଥନ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପୂର୍ବାପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି…

କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍‌ଲେଟ୍‌, ପୋଷ୍ଟର ଓ ଗୀତ ରିଲିଜ୍‌

ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ହେଉଛି ୫୪…

କଂଗ୍ରେସକୁ ବିଜେପି ନେତା ସମ୍ବିତ ପାତ୍ରଙ୍କ କଟାକ୍ଷ ! କହିଲେ; ସୁରଟ କୋର୍ଟଙ୍କ ରାୟ ଗାନ୍ଧି ପରିବାର ମୁହଁରେ ଚାପୁଡ଼ା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାନହାନୀ ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ…

‘ପଶ୍ଚିମବଙ୍ଗ ରାଜନୀତି’ ଉସକାଇଲା ବିଜେପି, ଡେଇଁଲେ ଦିଦି !

ଭୁବନେଶ୍ୱର: ଚର୍ଚ୍ଚାରେ ଏବେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ବେଶ ପ୍ରଭାବୀ ଢଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର ପାଇଁ ଉଦ୍ୟମ କରୁଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦେଶର ଏକ ପ୍ରମୁଖ ବିରୋଧୀ ଭାବେ ନିଜକୁ ଆଗକୁ ଆଣିବାକୁ…

‘ମହାରାଷ୍ଟ୍ର ରାଜନୀତି’ ସିନ୍ଦେ ଗୋଷ୍ଠୀର ଧମକ !

ଭୁବନେଶ୍ୱର: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ। ମହାରାଷ୍ଟ୍ର ରାଜନୀତିର ଅନଏକ୍ସପେକଟେଡ଼ ଚେହେରା ବୋଲି କୁହାଯାଉଥିବା ଅଜିତ ପାୱାରଙ୍କୁ ନେଇ ଖପ୍ପା ଏକନାଥ ସିନ୍ଦେ ଗୋଷ୍ଠୀ। ଅଜିତ ପାୱାର ବିଜେପିରେ ମିଶିବା…

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ…

ରାହୁଲଙ୍କ ଟାର୍ଗେଟରେ ସେଠ ଓ ସାହେବ

ଭୁବନେଶ୍ୱର: ଆଦାନୀ ପ୍ରସଙ୍ଗରେ ରାହୁଲ ପୁଣିଥରେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ମଧ୍ୟ ରାହୁଲ ଚୁପ ବସିନାହାନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବିଜେପିକୁ ରାହୁଲ ସଂସଦରେ ଘେରୁଥିଲେ ସେହି ପ୍ରସଙ୍ଗକୁ ବାହାରେ ବାରମ୍ବାର ଉଠାଉଛନ୍ତି।…

‘ଝାରସୁଗୁଡ଼ା ଉପନିର୍ବାଚନ’ ଖରା ତାତିକୁ ତାତୁଛି ପ୍ରଚାର

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ…

‘କୋଟିଆ’ ଦୁଃଖ ଆଣିଦେଲା ଗୋ ବ୍ୟାକ ନାରା !

ଭୁବନେଶ୍ୱର: କୋଟିଆରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ନାରା ପରେ କୋଟିଆକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନି। ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ। ଏପରିକି ଆନ୍ଧ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମାଲୋଚନା କରିଥିଲା। ଏ…