Latest Odisha News

BREAKING NEWS

Browsing Tag

Bjp

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

ବିଜେପିର ଦରକାର ଆଦିବାସୀ ଭୋଟ !

ଭୁବନେଶ୍ୱର: ବିଜେପି ଫୋକସରେ ଆଦିବାସୀ ଓ ଆଦିବାସୀ ବହୁଳ ଅଞ୍ଚଳ। ସମୟ ଅନୁଯାୟୀ ଲୋକେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ ଆଗକୁ ଯାଇପାରିନାହାନ୍ତି। ଆଜି ବି ବହୁ ଆଦିବାସୀ ବହୁଳ ଅଞ୍ଚଳ ଅପହଞ୍ଚ। କିନ୍ତୁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଫୋକସ…

ବଢୁଛି ବିରୋଧୀଙ୍କ ଶକ୍ତି, ଏଥର ମୋଦିଙ୍କ ସହ ନିର୍ଣ୍ଣାୟକ ଲଢେଇ!

ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି…

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି। ସଭରକରଙ୍କ ବିରୋଧରେ ରାହୁଲ…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଦେବଗଡ଼ ବିଜେପି ସଭାପତି ମୀନକେତନ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ମୀନକେତନ ବିଜେଡିରେ ମିଶିବା ପରେ ବିଜେପି ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ…

ବିଜେପିର ହେଭିୱେଟ ନେତାଙ୍କୁ ଘାରିଲାଣି ନିର୍ବାଚନ ଜିତିବା ଚିନ୍ତା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଏବେଠୁ କ୍ଷେତ୍ର ପ୍ରସ୍ତୁତି ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ…

ଅର୍ଚ୍ଚନା, ନବଙ୍କ ପରେ ନକଲି ସାର୍ଟିଫିକେଟ, ବିରୋଧୀ ଗର୍ଜୁଛନ୍ତି ପୁଣି ଭୁଲିଯାଉଛନ୍ତି !

ଭୁବନେଶ୍ୱର: ଶାସକ ଦଳକୁ ବିରୋଧର ଫଳ କଣ ମିଳେ? ଯେଉଁ ପ୍ରସଙ୍ଗକୁ ନେଇ ବିରୋଧ ହୁଏ ତାର ଫଳାଫଳ ଓ ଲାଭ କଣ ମିଳେ? ବିରୋଧୀଙ୍କ ବିରୋଧ ପରେ ଶାସକ ଦଳକୁ କେତେ କ୍ଷତି ପହଞ୍ଚେ? ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ହୋହାଲ୍ଲା ଓ ବିରୋଧ କରାଯାଉଥିବା ବେଳେ କିଛି ଦିନ ପରେ ସମ୍ପୃକ୍ତ ପ୍ରସଙ୍ଗକୁ…