Latest Odisha News

BREAKING NEWS

Browsing Tag

Bjp

ସତ୍ୟବାଦୀରେ ଏଥର ଉମା ନା ସଞ୍ଜୟ ?

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ଏଥର ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ମାଟି ସବୁବେଳେ ଟ୍ରେଣ୍ଡରୁ ବାହାରକୁ ଯାଇ ନିଷ୍ପତ୍ତି ଶୁଣାଇଛି।…

ପଦ୍ମ ଧରିଲେ ଓଲିଉଡ ତାରକା ଦମ୍ପତି ଜିନା ଓ ରୁଦ୍ର

ବାଲେଶ୍ୱର: ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଜିନାଙ୍କ ସହ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି।  ବାଲେଶ୍ୱରରେ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିନା ଓ…

୨୦୨୪ ନିର୍ବାଚନ ରଣନୀତି: ବିଜେପି ଫୋକସରେ ହାରିଥିବା ୧୬୦ ଆସନ, ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନା ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ଦିଲ୍ଲୀ ସିଂହାସନ ତୃତୀୟ ଥର ହାତେଇବା ପାଇଁ ପାଗ ଭିଡିଲାଣି ବିଜେପି । ଏଥର ବିଜେପିକୁ ମାତ ଦେବାପାଇଁ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ବଳ ଯୋଗାଡୁଥିବାବେଳେ ବିଜେପି ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ କରିଲାଣି…

ଚରିତ୍ରକୁ ନେଇ ମୁହାଁମୁହିଁ ହେଲେ ବିଜେଡି,ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଚାଲିଛି ଟ୍ୱିଟ ଫାଇଟ। ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ମଧ୍ୟରେ ଟ୍ୱିଟ ଯୁଧ୍ୟ ଜୋର ହୋଇଛି। ନବ ଦାସଙ୍କ ହତ୍ୟା ପରେ ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ବର୍ଷା ସିଂ…

ବିରୋଧୀଙ୍କ ଉପରେ ରେଡକୁ ଦେଖି ଡରୁଛି କି ବିଜେଡି ?

ଭୁବନେଶ୍ୱର: ଦେଶ ହେଉ କିମ୍ବା ରାଜ୍ୟ ମହିଳା ସବୁବେଳେ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ଆସିଛନ୍ତି। ମହିଳାଙ୍କୁ ନେଇ ରାଜନୀତି ହେଉ କିମ୍ବା ରାଜନୀତିରେ ମହିଳା ସବୁଥିରେ ମହିଳା ହିଁ ଚର୍ଚ୍ଚାରେ। ଆଗକୁ ନିର୍ବାଚନ ଥିବାରୁ ଏବେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଅଧିକ ସଂରକ୍ଷଣକୁ ନେଇ…

ବିରୋଧୀ ଯେଉଁଠି ରେଡ୍ ସେଇଠି !

ଭୁବନେଶ୍ୱର: କୌଣସି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଚଢ଼ାଉ କରାଯାଏ ବୋଲି ଅଭିଯୋଗ ହୋଇଆସୁଛି। କେନ୍ଦ୍ରର ବିଜେପି ସରକାର ଏହାକୁ ଅସ୍ତ୍ର କରି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ରାଜ୍ୟରେ ଏବେ ସିବିଆଇ…

ସରକାରଙ୍କ ଉପରେ ଭାରି ପଡ଼ୁଛନ୍ତି କି ତ୍ରିମୂର୍ତ୍ତି ?

ଭୁବନେଶ୍ୱର: ନବଙ୍କ ହତ୍ୟା ଘଟଣାକୁ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ସରକାରୀ ଦଳକୁ ଟାର୍ଗେଟ କରିଚାଲିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରି ଆସୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ କଡା…

ନବୀନଙ୍କଠୁ କିଛି ଶିଖ !

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନବୀନଙ୍କ ଘନ ଘନ ଗସ୍ତ। ହଜାର ହଜାର କୋଟି ଟଙ୍କା ଯୋଜନାର ଉପହାର। କେନ୍ଦୁଝରଠୁ ଆରମ୍ଭ କରି କୋରାପୁଟ, ବରଗଡ଼, କଳାହାଣ୍ଡି, ନୂଆପଡା ଗସ୍ତ କରି ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ନବୀନ ରାତି ପାହିଲେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ।…

ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଦେବାଳିଆ ଓ ପ୍ରଚାର ସର୍ବସ୍ୱ: ବିଜେପି

ଭୁବନେଶ୍ୱର: ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟିତ୍ୱ ରହିଛି । କିନ୍ତୁ ଓଡ଼ିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି…

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ…