Latest Odisha News

BREAKING NEWS

Browsing Tag

Bjp

ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେପି

ଭୁବନେଶ୍ୱର : ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ରାଜ୍ୟ ସରକାର  ଅସମର୍ଥ ହୋଇଥିବାରୁ ବିଜେପି  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତସପନ…

ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ହୋଇପାରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା  ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକିଅଛି । ଏବେ ଠାରୁ କର୍ଣ୍ଣାଟକ ବିଧାନସଭା ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନେ ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ବିଜେପିକୁ କର୍ଣ୍ଣାଟକ ଶାସନ ରେ ଦୁରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର…

ଝାଡଖଣ୍ଡରେ ଭାଙ୍ଗିବକି ହେମନ୍ତଙ୍କ ସରକାର ? ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ବିଜେପି ?

ଝାଡଖଣ୍ଡ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ହେମନ୍ତ ସୋରେନ ? ଝାଡଖଣ୍ଡରେ ଭାଙ୍ଗିବ କି ହେମନ୍ତଙ୍କ ମହାଗଠବନ୍ଧନ ସରକାର ?  ବିଜେପି ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି  ଝାଡଖଣ୍ଡର ରାଜ୍ୟ ରାଜନୀତିରେ  ? ଖଣି ଲିଜ୍ ଆବଣ୍ଟନରେ…

ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ବିରୋଧରେ ରାଜ୍ୟ ପ୍ରବକ୍ତା: ଲୋକେ ଗ୍ରହଣ କରିବେ କେମିତି?

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି କି ଏବେ ଗୋଷ୍ଠୀ କନ୍ଦଳ? ଦଳ 2009ରୁ ଶାସନରେ ନଥିବା ବେଳେ ପୁଣି ସରକାରରେ ଆସିବାକୁ କେନ୍ଦ୍ରୀୟ ନେତାମାନେ ଗୋଡକାଢ଼ି ବସିଛନ୍ତି । ତେବେ ଶାହ ଓଡ଼ିଶାରେ ସରକାର ଆସିବ ବୋଲି କହିଥିଲା ବେଳେ ଏଠି କିନ୍ତୁ ନେତା ଗୋଡଟଣାଟଣିରେ ବ୍ୟସ୍ତ । କେଉଁ ନେତା…

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ …

ସଂସଦୀୟ ବୋର୍ଡରୁ କାହିଁକି ଗଡ଼କରୀଙ୍କୁ ହଟାଗଲା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବିଜେପି ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଛୁଟି ମିଳିଛି । ଏହାକୁ ନେଇ କେବଳ ମହାରାଷ୍ଟ୍ରରେ ନୁହେଁ ସାରା ଭାରତରେ ଚର୍ଚା ଜାରି ରହିଛି । ନୀତିନ ଗଡ଼କରୀଙ୍କୁ ବିଜେପି କଣ ପାଇଁ ହଟାଇଲା ତାହାକୁ ନେଇ ବୟାନବାଜି ଚାଲିଛି । ତେବେ ନିତିନ…

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି…

ମୁଫତି ଡାକିଲେ ସର୍ବଦଳିୟ ବୈଠକ

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି  ସର୍ବଦଳିୟ ବୈଠକ ଡାକିଛନ୍ତି  ।  ରାଷ୍ଟ୍ରୀୟ ସମ୍ମିଳନୀ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକ  ଡକାଇବାକୁ ମେହବୁବା ଅନୁରୋଧ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଇବାର…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବେ ଶାହନବାଜ୍ ହୁସେନ

ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  । ଦିଲ୍ଲୀ…